Browsing Tag

Worldcup

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

ବିଶ୍ବକପ୍ ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ । ଆସନ୍ତା ୧୫ ତାରିଖରେ ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ଏହି ଦିନ ଭାରତ ସହ କେଉଁ ଟିମ୍ ଖେଳିବ, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି  ବୁଧବାର ମୁମ୍ବାଇରେ ଭାରତ-ନ୍ୟୁଜିଲାଣ୍ଡ…
Read More...

ଆଇସିସି ଦିନିକିଆ ରାଙ୍କିଙ୍ଗ : ସିରାଜ ନମ୍ବର ୱାନ ବୋଲର , ଗିଲ ନମ୍ବର ୱାନ ବ୍ୟାଟର

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଭାରତ ଦମଦାର ଫର୍ମରେ ଅଛି । ଭାରତ ଏ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି । ଭାରତ ଏବେ ବିଶ୍ୱକପ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି ।ଏହି ସବୁ ଭିତରେ ଭାରତକୁ ମିଳିଛି ଏକ ବଡ ଖୁସି ଖବର…
Read More...

ଆଜି ରାତିରୁ ବିକ୍ରି ହେବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ୨୦୨୩ ର ଟିକେଟ ଆଜି ରାତିରୁ ସେମିଫାଇନାଲ ଏବଂ ଫାଇନାଲର ଟିକେଟ ବିକ୍ରି ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ୩ଟି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ପ୍ରଥମ ଫାଇନାଲ ନଭେମ୍ବର୧୫ରେ ମୁମ୍ବାଇରେ ଖେଳାଯିବ । ଦ୍ୱିତୀୟ ଫାଇନାଲ କୋଲକାତାରେ ଖେଳାଯିବ । ଫାଇନାଲ…
Read More...

ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ  ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଗତକାଲି ଇଡେନ ଗାର୍ଡେନରେ  ବିରାଟଙ୍କ ‘ବିରାଟ’ ଇନିଂସ ଦେଖିବାକୁ ମିଳିଛି। ଦିନିକିଆରେ ଶତକ ହାସଲ କରିବାରେ…
Read More...

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ବିଶ୍ବକପ୍‌ରୁ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ…
Read More...

ଭାରତର ବିସ୍ଫୋରକ ବ୍ୟାଟିଂ : ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ମ୍ୟାଚରେ ଟିମ ଭାରତର ଦମଦାର ବ୍ୟାଟିଙ୍ଗ ଦେଖିବାକୁ ମିଳିଥିଲା । ଏହି ମ୍ୟଚରେ ଶୁଭମନ ଗିଲ ୯୨ ଓ ବିରାଟ କୋହଲି ୮୮ ରନ କରିଥିବା ବେଳେ ଶ୍ରେୟାସ ଆୟର ୮୨ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ କରିପାରିଛି । ସେହିପରି ରବିନ୍ଦ୍ର…
Read More...

ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ : ଚଳିତ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା । ଦଳର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଗୋଲ୍ଫ କୋର୍ଟରୁ ଖସି ଆହତ ହୋବା କାରଣରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ । ଏହି ମ୍ୟାଚ୍ ନଭେମ୍ଵର ୪ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ…
Read More...

ସେମିଫାଇନାଲରୁ ୪ ଟିମ୍‌ ବାହାର, ବିଶ୍ୱକପ ଦୌଡ଼ରେ ଏବେ ୬ ଟିମ୍‌

ବିଶ୍ୱକପ ୨୦୨୩ ବର୍ତ୍ତମାନ ଧୀରେ ଧୀରେ ସେମିଫାଇନାଲ ଆଡକୁ ଗତି କରୁଛି। କିଛି ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରୁଥିବାବେଳେ କେତେକ ଦଳ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି ଏବଂ ସେମିଫାଇନାଲରେ ପ୍ରବେଶ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ…
Read More...

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ କୁ ହରାଇ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ ଟିମ ଡ୍ରେସିଂ ରୁମରେଏକ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍‌ ପରେ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଶ୍ରେଷ୍ଠ ଫିଲଡର ମେଡାଲ…
Read More...

ଭାରିପଡିଲା ଶ୍ରୀଲଙ୍କା ବୋଲର; ୧୫୭ ରନରେ ଇଂଲଣ୍ଡ ଅଲଆଉଟ

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ଦୁର୍ବଳ ପ୍ରଦର୍ଶନ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ୬ ଓଭର ପର୍ଯ୍ୟନ୍ତ ଚମତ୍କାର ବ୍ୟାଟିଂ କରି ରିଥିଲା। ଦଳ ସେତେବେଳକୁ ୪୫ ରନ୍ କରିନେଇଥିଲେ। ହେଲେ ସପ୍ତମ ଓଭର ୩ ବଲ୍‌ରେ ଇଂଲଣ୍ଡର ଡେବିଡ୍ ମଲାନ(୨୫ ବଲ୍ ୨୮ ରନ୍)ଙ୍କ…
Read More...