ଆଗାମୀ ୧ରୁ ୨ଘଣ୍ଟାରେ ଟ୍ୱିନ ସିଟିରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଆଗାମୀ ୧ରୁ ୨ଘଣ୍ଟାରେ ଟ୍ୱିନ ସିଟିରେ ପ୍ରବଳ ବର୍ଷା ସାଙ୍ଗକୁ ଗଡଘଡି ହେବାର ମମ୍ଭାବନା ରହିଛି । ଏଥିସହିତ ଅନୁଗୁଳ, ଢେ଼ଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ଅଞ୍ଚଳରେ ଆଗମୀ ୨-୩ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପଗ କେନ୍ଦ୍ର ପକ୍ଷରୁ…
Read More...
Read More...