Browsing Tag

Weather Update

୧୨ ଘଣ୍ଟା ମଧ୍ୟରେ ‘ଅର୍ଣ୍ଣବ’ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା: IMD

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ 'ଅର୍ଣ୍ଣବ' (Arnab) ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ନିଜର ଅପଡେଟ୍‌ରେ ଜଣାଇଛି ଯେ, ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଏକ 'ବାତ୍ୟା' (Cyclonic Storm)…
Read More...

ୟୁପି-ବିହାରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୭ ରାଜ୍ୟକୁ ୟେଲୋ ଆଲର୍ଟ

ସାରା ଦେଶରେ ଜାରି ରହିଛି ପ୍ରବଳ ବର୍ଷା । କିଛି ସ୍ଥାନରେ ବାଦଲ ଫଟା ବର୍ଷା ଘଟଣା ସାମ୍ନାକୁ ଆସିଥିବା ବେଳେ ଅନେ ସ୍ଥାନରେ ପ୍ରବଳ ବର୍ଷା ପାଇଁ ଭୂସ୍ଖଳ ଖବର ଆସୁଛି । ବର୍ତ୍ତମାନ ଉତ୍ତରରୁ ଦକ୍ଷିଣ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିଲ୍ଲୀ-ଏନସିଆରରେ ମଧ୍ୟ…
Read More...