ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ; ପରିବାରର ୫ ଜଣ ଗୁରୁତର
ବିନିକା : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ । ଏହି ଅଘଟଣରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ଘଟଣା ଘଟିଛି । ଘର ଭିତରୁ ଦମ୍ପତିଙ୍କ ସହ ୩ ଶିଶୁଙ୍କୁ ଉଦ୍ଧାର କରିଛନ୍ତି…
Read More...
Read More...