ଆରପାରିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ, ମୃତ୍ୟୁ ବେଳକୁ ହୋଇଥିଲା ୧୦୧ ବର୍ଷ
ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ । ୧୦୧ ବର୍ଷ ବୟସରେ ଆଖି ବୁଜିଲେ ଭି.ଏସ୍ ଅଚ୍ୟୁତାନନ୍ଦନ । କେରଳର ୨ ଥରର ମୁଖ୍ୟମନ୍ତ୍ରୀ ତଥା ବଡ଼ ବାମପନ୍ଥୀ ନେତା ହଉଛନ୍ତି ଅଚ୍ୟୁତାନନ୍ଦନ । ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ଥିଲେ । ଗତ ୨୩…
Read More...
Read More...