ମିଶନ ରାହୁଲ : ଭିଏଲସି ଯନ୍ତ୍ରର କଣ ରହିଛି କାମ ?
ଛତିଶଗଡ଼: ବୋରଓ୍ବେଲ ଭିତରେ ଫସି ରହିଛି ୧୧ ବର୍ଷୀୟ ରାହୁଲ । ୮୦ ଫୁଟ ତଳେ ରହିଛି ଏହି ବାଳକ । ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର କସରତ । ଘଟଣାସ୍ଥଳରେ ରେସକ୍ୟୁ ଅପରେସନର ତଦାରଖ କରୁଛନ୍ତି ନିଜେ ଜିଲ୍ଲାପାଳ । ରାହୁଲର ଗତିପଥକୁ ଲଗାତାର କରାଯାଉଛି ମନିଟରିଂ । ଏବେ ରାହୁଲ…
Read More...
Read More...