ମଣିପୁରରେ ଚାଷୀଙ୍କ ଉପରକୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ; ୨ ମୃତ
ମଣିପୁର: ଥମିବାର ନାଁ ନେଉନି ମଣିପୁର ହିସାଂ। କଡା ସୁରକ୍ଷା ସତ୍ତ୍ୱେ ପୁଣି ଅଶାନ୍ତ ହୋଇଛି ମଣିପୁର । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତ ମେ’ ମାସରୁ ରାଜ୍ୟରେ ହିଂସା ସ୍ଥିତି ଜାରି ରହିଥିବା…
Read More...
Read More...