Browsing Tag

Vigilance

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ପଡଇଲେ ଆଉ ଜଣେ ବାବୁ । ଆଜିନୂଆପଡ଼ା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ। ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଜୟ କୁମାର…
Read More...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ

ଭୁବନେଶ୍ୱର:  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ । ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ ।  ରେଡ୍ ବେଳେ ଭୁବନେଶ୍ୱର ଝାରପଡାରେ ଦେଢ଼ କୋଟି ଟଙ୍କାର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗାରେ ୪ଟି ଦାମୀ ପ୍ଲଟ ସହ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଖଣି ଉପନିର୍ଦ୍ଦେଶକ

ଭୁବନେଶ୍ବର  : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ  । ସୋମବାର ରେଡ୍ ପରେ ଗିରଫ ହୋଇଛନ୍ତି ଖଣି ଉପନିର୍ଦ୍ଦେଶକ । ଖଣି ଉପନିର୍ଦ୍ଦେଶକଙ୍କ ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ୍ ଅଛି । ୨ଟି ମାର୍କେଟ୍ କମ୍ପ୍ଲେକ୍ସ,…
Read More...

OSRTC ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: OSRTC  ସିଏଓଙ୍କ ଘରେ ଭିଜିଲାନ୍ସ ଚଢାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି) ମୁଖ୍ୟ ହିସାବ ଅଧିକାରୀ(ସିଏଓ) ବିଜୟ ମଙ୍ଗରାଜ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗରାଜଙ୍କ ବାସଭବନ ଏବଂ…
Read More...

ଏସଟି ଓ ଜିଏସଟି ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର ଏସଟି ଓ ଜିଏସଟି ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ ।…
Read More...

ଲଞ୍ଚ ନେଇ ଧରାପଡିଲେ ଆଉ ଜଣେ ଅଧିକାରୀ

ଭୁବନେଶ୍ୱର : ଲଞ୍ଚ ନେଇ ଧରାପଡିଲେ ଆଉ ଜଣେ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୂତତ୍ତ୍ଵବିତ୍(ଜିଓଲୋଜିଷ୍ଟ)ଙ୍କୁ ଧରିଛି ଭିଜିଲାନ୍ସ। ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ ବୋଲି ଜଣାପଡିଛି । ସୁଚନା…
Read More...

ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ନୀଳଗିରି: ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି।…
Read More...

ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ଶ୍ମଶାନ ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ…
Read More...

୧.୦୫ କୋଟି ଅନିୟମିତତା ଅଭିଯୋଗରେ ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡିରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର   : ମତ୍ସ୍ୟ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକଙ୍କ ଉପରେ ଭିଜିଲାନ୍ସ ଚଢାଉ । ସରକାରୀ ତହବିଲରୁ ୧ କୋଟି ୫ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ସମ୍ପୃକ୍ତ ବିଭାଗର ଉପନିର୍ଦ୍ଦେଶକ ବସନ୍ତ କୁମାର ଦାଶଙ୍କ ଘର ସମେତ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । କଟକ ଫିସରି ମହାନିର୍ଦ୍ଦେଶକଙ୍କ…
Read More...

ବୃନ୍ଦାବାହାଲ ସରପଞ୍ଚ ଦିନେଣ ରାଉତଙ୍କୁ ଗିରଫ କରିଲା ଭିଜିଲାନ୍ସ ଟିମ୍

କଳାହାଣ୍ଡି : ସରପଞ୍ଚ ବାବୁ ଙ୍କୁ ଧରିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତ ଙ୍କୁ ଗିରଫ ଗଲା ଭିଜିଲାନ୍ସ । । ଦିନେଶଙ୍କୁ ଭିଜିଲାନ୍ସ ଟିମ୍ ରାସ୍ତା ଉପରେ ରେଡ୍ ହ୍ୟାଣ୍ଡେଡ୍ ଧରି ତାଙ୍କ ଠାରୁ ନଗଦ ୫…
Read More...