Browsing Tag

Vigilance

ଗିରଫ ହେଲେ କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ

କେନ୍ଦୁଝର: ଗିରଫ ହେଲେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ ଡିଏଫଓ…
Read More...

ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରୁ ମିଳିଲା ପୁଣି ୮.୫ ଲକ୍ଷ ଟଙ୍କା

କେନ୍ଦୁଝର: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ DFOଙ୍କ ଘରୁ ମିଳିଲା ଆଉ ୮.୫ ଲକ୍ଷ ଟଙ୍କା । DFO ନିତ୍ୟାନନ୍ଦ ନାୟକଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଲା ନଗଦ ୮.୫ ଲକ୍ଷ । ଭିଜିଲାନ୍ସ ରେଡ୍ ବେଳେ ନଗଦ ସାଢ଼େ ୮ ଲକ୍ଷ ଟଙ୍କା ଜବତ ହୋଇଛି । ଗତକାଲି ମିଳିଥିଲା ୧. ୫୫ ଲକ୍ଷ ଟଙ୍କା । ଏହାକୁ…
Read More...

ଯନ୍ତ୍ରୀ ବାବୁଙ୍କ ଆଖିଖୋସା ସମ୍ପତ୍ତି, ଏବେବି ଚାଲିଛି ଚଢାଉ

ଟିଟିଲାଗଡ଼: ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ R&B ସବ୍‌ଡିଭିଜନ୍‌ର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ଆଜି ସକାଳୁ ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଟିଟିଲାଗଡ଼ ଅଫିସ୍‌ ଓ ଘର ସମେତ ୬ଟି…
Read More...

ଭିଜିଲାନ୍ସ ହାତରେ ସରକାରୀ ବାବୁ, ସକାଳୁ ସକାଳୁ ଚାଲିଛି ରେଡ୍

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ SDO । ପୂର୍ତ୍ତ ବିଭାଗ SDO ଡିଲେଶ୍ବର ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ ଅଫିସ୍‌ ଓ ଘର ସମେତ ୬ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରୁଛି । ଆଜି ସକାଳୁ ଭିଜିଲାନ୍ସ ଟିମ…
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ  । ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍  । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଛାନ୍‌ଭିନ୍  । ଭୁବନେଶ୍ବର, କଳାହାଣ୍ଡି ଓ…
Read More...

ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ

ନୂଆପଡ଼ା-: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା ପିପିଲିର ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…
Read More...

ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ

ଢେଙ୍କାନାଳ-: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ  ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଏକକାଳୀନ ୬ଟି…
Read More...

ଲାଞ୍ଚ ମାଗିବା ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫ

ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୟାଗଡ ଜିଲ୍ଲା ଶରଣକୂଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ୨୦୧୭ ବ୍ୟାଚର ରାଜେଶ କୁମାର ଶ୍ରୀଚନ୍ଦନ ୪,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ…
Read More...

ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ମାଲକାନଗିରି-: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଗତକାଲି ସନ୍ଧ୍ୟାରେ ନିଜର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି…
Read More...

ବିଲ୍ କରାଇବା ପାଇଁ ମାଗୁଥିଲେ ଲକ୍ଷେ ଟଙ୍କା

ବ୍ୟୁରୋ-: ଲାଞ୍ଚୁଆ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ବର ରୁରାଲ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସ ଗିରଫ  । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ବିଲ୍ କରାଇବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲେ ଇଞ୍ଜିନିୟର । ସୂଚନା…
Read More...