ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ
ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ ହେଲେ ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲ ର ରାକେଶ ପାତ୍ର।
ସୂଚନ ଅନୁଯାୟୀ ରାଇରଙ୍ଗପୁର ର ବାସିନ୍ଦା ରାମଦାସ ସାହୁ ନାମକ…
Read More...
Read More...