Browsing Tag

Vigilance

ଭିଜିଲାନ୍ସ ଜାଲରେ କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ

କେନ୍ଦୁଝର: କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ । NGO ଠାରୁ ୨୦ ହଜାର ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଲା ବେଳେ କାବୁ କଲା ଭିଜିଲାନ୍ସ ଟିମ୍‌ । ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି…
Read More...

ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ

କେନ୍ଦ୍ରାପଡା: ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ନେଇ ସୂଚନା ମିଳିଛି । ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୪ କୋଠା, ୭…
Read More...

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର । ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଲାଞ୍ଚ ନେଉଥିଲେ । ତହସିଲଦାରଙ୍କ ଘର ସମେତ ୪ଟି…
Read More...

ଗିରଫ DFO ନିତ୍ୟାନନ୍ଦ ନାୟକଙ୍କ ପତ୍ନୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ

କଟକ: ଗିରଫ DFO ନିତ୍ୟାନନ୍ଦ ନାୟକଙ୍କ ପତ୍ନୀଙ୍କୁ ମିଳିଲା ହାଇକୋର୍ଟରୁ ଆଗୁଆ ଜାମିନ । ନିତ୍ୟାନନ୍ଦଙ୍କ ପତ୍ନୀ ସୂର୍ଯ୍ୟମଣି ନାୟକଙ୍କୁ ମିଳିଲା ଆଗୁଆ ଜାମିନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍‌ ଯାଇଛନ୍ତି ନିତ୍ୟାନନ୍ଦ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୧୯…
Read More...

ଭିଜିଲାନ୍ସ ଜାଲରେ BEO ଅଫିସର କନିଷ୍ଠ କିରାଣି

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ BEO ଅଫିସ୍‌ର କନିଷ୍ଠ କିରାଣି । ମହାକାଳପଡ଼ା BEO ଅଫିସ୍‌ର କନିଷ୍ଠ କିରାଣି ନାରାୟଣ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ଶିକ୍ଷକଙ୍କଠାରୁ ବିଲ୍‌ କରାଇ ଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ…
Read More...

ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି ଓ ପିଅନ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି ଓ ପିଅନ । CDMO କାର୍ଯ୍ୟାଳୟର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ…
Read More...

ଭିଜିଲାନ୍ସ ହାତରେ କୋରାପୁଟ ବିଇଓ ଅଫିସର କନିଷ୍ଠ କିରାଣି ସମ୍ବିତ ତ୍ରିପାଠୀ

କୋରାପୁଟ: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । ଏକ ଚା ଦୋକାନରେ ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିରାଣି ସମ୍ବିତ କୁମାର ତ୍ରିପାଠୀ । କୋରାପୁଟ…
Read More...

ଗିରଫ ବୌଦ୍ଧ MVI ଗୋଲାପ ହାଁସଦାଙ୍କର ଆୟଠୁ ୬୩୦% ଅଧିକ ସମ୍ପତ୍ତି

ବୌଦ୍ଧ: ଗିରଫ ବୌଦ୍ଧ MVI ଗୋଲାପ ହାଁସଦାଙ୍କର ଆୟଠୁ ୬୩୦% ଅଧିକ ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ଏହି ତଥ୍ୟ ଦେଇଛି ଭିଜିଲାନ୍ସ । ରେଡ୍‌ ବେଳେ ଗୋଲାପଙ୍କର ୪୪ ପ୍ଲଟ୍, ୧ କିଲୋ ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା, ୧ କୋଟି ୩୪ ଲକ୍ଷର ଜମା,…
Read More...

ଅଚଳାଚଳ ସମ୍ପତ୍ତିର ମାଲିକ ବୌଦ୍ଧ MVI, ବାବୁଙ୍କ ନାଁରେ ରହିଛି ୪୪ ପ୍ଲଟ୍

ବାରିପଦା: ଅଚଳାଚଳ ସମ୍ପତ୍ତିର ମାଲିକ ବୌଦ୍ଧ MVI । ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦାଙ୍କ ବଢୁଛି ସମ୍ପତ୍ତି ତାଲିକା । ୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ ବିଭାଗ । ୨ଟି ସୁନା ବିସ୍କୁଟ୍‌ ସହ ୧ କେଜିର ସୁନା ଗହଣା ମଧ୍ୟ ଠାବ ହୋଇଛି । ଏଥିସହ ୨…
Read More...

ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଭିଜିଲାନ୍ସ ହାତରେ ଧରାପଡିଲେ ବ୍ୟାସନଗର ତହସିଲ୍ SRA ହେମନ୍ତ କୁମାର ପେରେଇ । ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କର ଜମିଜମା ମାମଲାର କାର୍ଯ୍ୟ ପାଇଁ ଅନେକ ଥର ତହସିଲ ଅଫିସକୁ…
Read More...