Browsing Tag

vegetable market

କାର୍ତ୍ତିକ ମାସରେ ଓଡ଼ିଶାରେ ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସରେ ପରିବା ଦର ଆକାଶ ଛୁଆଁ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପରିବା ମାର୍କେଟରେ ନାହିଁ ନଥିବା ପରିବା ଦର । ଟ୍ୱିନସିଟିରେ ପନିପରିବା ଦର ବୃଦ୍ଧି ପାଇଛି, ଯାହା ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପକାଇଛି। ଏହି ମାସରେ ଅନେକ ଲୋକ ନିରାମିଷ ଖାଦ୍ୟ…
Read More...

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ଭୁବନେଶ୍ୱର:ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତର କରାଯିବ। ନେଇ ସୂଚନା ମିଳିଛି । ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମିମଧ୍ୟ ଚିହ୍ନଟ ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍‌…
Read More...