ଅଣ୍ଡର-19 ୱର୍ଲ୍ଡ କପ୍ 2026 ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ ଘୋଷଣା କଲା ଆଇସିସି, 3 ଭାରତୀୟ ସାମିଲ
ନୂଆଦିଲ୍ଲୀ: ଆଇସିସି (ICC) ଅଣ୍ଡର-19 କ୍ରିକେଟ୍ ୱର୍ଲ୍ଡ କପ୍ 2026 ପାଇଁ ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ ଘୋଷଣା କରିଛି। ଏହି 12 ସଦସ୍ୟ ବିଶିଷ୍ଟ ଦଳରେ ଭାରତର ତିନିଜଣ ଖେଳାଳି, ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ, କନିଷ୍କ ଚୌହାନ ଏବଂ ହେନିଲ ପଟେଲଙ୍କୁ ସାମିଲ କରାଯାଇଛି। ମାତ୍ର 14…
Read More...
Read More...