ବୈଭବଙ୍କ ଆଖିରେ ଲୁହ ଦେଖି ଫ୍ୟାନ୍ସଙ୍କ ମନରେ କୋହ ।
ପୋଡିୟମରେ କାନ୍ଦିଲେ ବୈଭବ । ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ତାଙ୍କ ବଦଳରେ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ ଅପରିବର୍ତ୍ତିତ ରହିଲା, ଏବଂ ଭାରତ ଆଉ ଏକ ପରାଜୟ ବରଣ କଲା। ବୈଭବଙ୍କୁ ଏହି ମ୍ୟାଚରୁ ବାହାରେ…
Read More...
Read More...