Browsing Tag

uttarpradesh

ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ ଦୁର୍ବୃତ୍ତ ବାନ୍ଧିଥିଲେ କାଠଗଣ୍ଡି

ଉତ୍ତରପ୍ରଦେଶ-: ବଡ ବିପଦରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ କାଠଗଣ୍ଡି ବାନ୍ଧିଥିଲେ ଦୁର୍ବୃତ୍ତ । ହେଲେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି…
Read More...

ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଶିଶୁକୁ ବୋଲେରୋରେ ହସ୍ପିଟାଲ ନେଇ ଯାଉଥିବା ବେଳେ ଅଘଟଣ । ଟ୍ରକ ସହିତ ବୋଲେରୋ ଧକ୍କା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ବୋଲେରୋ ଭିତରୁ ମୃତଦେହ ବାହାର କରିବା…
Read More...

ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ଘଟଣା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତ

ସାହାରଣପୁର : ଉତ୍ତରପ୍ରଦେଶର ଏକ ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଥାନାରେ ପଶି ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଉଛନ୍ତି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସାହାରଣପୁର ଅଞ୍ଚଳର ଖଟାଖେରୀ ପୋଲିସ ଷ୍ଟେସନରେ । ଏପରି ଏକ ଫଟୋ ଏବେ ଭାଇରାଲ…
Read More...

ରାଗରେ ତମତମ ହୋଇ ଡାକ୍ତର ଭାଙ୍ଗିଦେଲେ ସବୁ ଦୀପ

ଉତ୍ତରପ୍ରଦେଶ: ଜଣେ କୁମ୍ଭାର କେତେ ଆଶରେ ଦୀପ ତିଆରି କରିଥାଏ ।କିଛି ଟା ଦୀପ ବିକ୍ରି କରି ସେ ତାର ପରିବାର ଗୁଜୁରାଣ ମେଣ୍ଟାଇଥାଏ। କିନ୍ତୁ କିଛି ଲୋକ ଏହି କଷ୍ଟକୁ ବୁଝିବା ତ ଦୂର ଏହି କାର୍ୟ୍ୟକରିବାକୁ କେତେ ପରିଶ୍ରମ ଲାଗିଥାଏ ତାହାକୁ ଭୁଲି ଯାଆନ୍ତି । ଆଉ ଆକ୍ରୋଷମୂଳକ ହୋଇ କିଛି ଏପରି…
Read More...

ଟଏଲେଟରେ ଖାଇଲେ ଖେଳାଳି ,ଭିଡିଓ ଭାଇରଲ

ଉତ୍ତରପ୍ରଦେଶ :ଆମ ଦେଶର ଖେଳାଳି ମାନଙ୍କ ପାଇଁ ଆମ ଦେଶ ଅନେକ ନାମ ଅର୍ଜନ କରିପାରିଛି | ଆଉ ସେଥି ପାଇଁ ସରକାର ମଧ୍ୟ ଖେଳାଳି ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି | ହେଲେ ଏ ଚିତ୍ର ଦେଖିଲେ ଲାଗୁଛି  ଖେଳାଳିମାନେ ଅଦରକାରୀ ହୋଇପଡିଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଯୋଗୀ…
Read More...

ୟୁପି ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ ଆଣିଲେ ଆଜମ ଖାନ

ଭୁବନେଶ୍ୱର: ସମାଜବାଦୀ ପାର୍ଟି ନେତା ଆଜମ ଖାନ ଉତ୍ତରପ୍ରଦେଶର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ କୋର୍ଟ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ସମାଜବାଦୀ ପାର୍ଟିର ନେତା ଆଜମ ଖାନ ଆଜି ସୁପ୍ରିମକୋର୍ଟଙ୍କୁ…
Read More...

ତାଜମହଲରେ ନମାଜ ପାଠ କରି ୪ ପର୍ଯ୍ୟଟକ ଗିରଫ

(ଆଗ୍ରା) : ଦେଶରେ ଏବେ ଲଗାତର ଭାବେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହାରି ଭିତରେ ଆଗ୍ରା ତାଜମହଲ ପରିସରରେ ଥିବା ମସଜିଦ୍‌ରେ ନମାଜ ପାଠ କରୁଥିବା ୪ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪ ଯୁବକଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର ଓ ଜଣେ ଆଜମଗଡର ବୋଲି…
Read More...

ଲାଉଡସ୍ପିକର ବଜାଇବାରୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା

(ଅହମ୍ମଦାବାଦ) : ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଥମିବାର ନାଁ ଥରୁନି । ମସଜିଦ ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଦାବି ହେଉଛି। ଏହାରି ଭିତରେ ଗୁଜରାଟ ମେହସଣାରୁ ଏକ ହୃଦୟକ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ପିଟି…
Read More...

ଆସନ୍ତାକାଲିଠାରୁ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ଯୋଗୀ

(ଉତ୍ତରପ୍ରଦେଶ) : ଆସନ୍ତାକାଲିଠାରୁ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ । ଆଦିତ୍ୟନାଥ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ’ର ଶୁଭାରମ୍ଭ କରିବେ । ସେ…
Read More...

ଆଜି ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

(ଉତ୍ତରପ୍ରଦେଶ) : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡ ଓ ଗୋଆରେ ମତଦାନ ପ୍ରକ୍ରିୟା ଆରମ୍ଭ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସୂଚନାନୁଯାୟୀ , ୟୁପିର ଦ୍ୱିତୀୟ…
Read More...