Browsing Tag

uttarakhand

ଭୂସ୍ଖଳନ ନେଇଗଲା ଜୀବନ : ମା’ଝିଅ ମୃତ

ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଛି । ଏଥିଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତେବେ ଭୂସ୍ଖଳନ ଯୋଗୁଁ ଟୋଲି ଗାଁରେ ମା’ଝିଅ ପ୍ରାଣ ହରାଇଛନ୍ତି । ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ସରିତା…
Read More...

ଉତ୍ତରାଖଣ୍ଡରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ

ଉତ୍ତରାଖଣ୍ଡ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡରେ । ଆଜି ସକଳୁ ସକାଳୁ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ତେବେ ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଣ ପାଇଥିଲା । ଲୋକ ଘରୁ ବାହାରି ଆସିଥିଲେ । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ…
Read More...

ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା ଗଲାଣି ୯୦ ଜୀବନ

ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ଥର । ଫଳରେ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ହେବାରୁ ପାହାଡ ଧସିବା ଓ ଭୂସ୍ଖଳନ ହେବାର ଭୟ ମଧ୍ୟ ରହିଛି ।…
Read More...

କେଦାରନାଥରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି: ତୀର୍ଥଯାତ୍ରୀଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

ଉତ୍ତରାଖଣ୍ଡରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି। କେଦାରନାଥ ଯାଉଥିବା ଜଣେ ତୀର୍ଥଯାତ୍ରୀଙ୍କୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତୀର୍ଥଯାତ୍ରୀ ଘୋଡ଼ାକୁ ପିଟିବାକୁ ମନା କରିଥିଲେ ସେହି ସମୟରେ ସଞ୍ଚାଳକମାନେ ହଠାତ୍ କ୍ରୋଧିତ ହୋଇ…
Read More...

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୨୫ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗସ୍ତ ହୋଇଛି । ଚାରିଧାମ ଯାତ୍ରା ଲାଗି ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ବାହାରିଥିଲା । ଗାଡି ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ବସ ଯମୁନୋତ୍ରୀ ଜାତୀୟ ରାଜପଥର ଡାମଟା ଠାରେ ଦୁର୍ଘଟଣା ଗସ୍ତ…
Read More...

ପ୍ରବଳ ବର୍ଷା : ୪୧ ଚାରିଧାମଯାତ୍ରୀ ମୃତ

(ଉତ୍ତରାଖଣ୍ଡ) : ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏଯାବତ୍ ଚାରିଧାମ ଯାତ୍ରାରେ ବାହାରିଥିବା ୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସବୁଠୁ ଅଧିକ କେଦାରନାଥ ଯାଉଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ…
Read More...

ପୁଣି ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ, ତୀବ୍ରତା ୪.୬ ରେକର୍ଡ

(ଉତ୍ତରାଖଣ୍ଡ) : ପୁଣି ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ। ଆଜି ସକାଳେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପରେ କାହାର ମୃତ ହୋଇନଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ…
Read More...

ଶପଥ ଗ୍ରହଣ କଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି

(ଉତ୍ତରାଖଣ୍ଡ) : ଦ୍ୱିତୀୟ ଥର ପାଇଁ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେ ଲଗାତାର ଦ୍ୱିତୀୟ ଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଥମ…
Read More...

ଉତ୍ତରାଖଣ୍ଡରେ ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟକ

(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ସଦ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରି ପୁଣି କ୍ଷମତାକୁ ଆସିଛି ବିଜେପି। ତେବେ ରାଜ୍ୟର ନବ ନିର୍ବାଚିତ ବିଧାୟକମାନେ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଶପଥ ନେବେ। ଆଜି ସକାଳ ୧୧ଟାରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଅସ୍ଥାୟୀ ଭାବେ ବାଚଷ୍ପତ୍ତି ବଂଶୀଧର…
Read More...

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ବ୍ୟୁରୋ: ଉତ୍ତରାଖଣ୍ଡରେ ପରାସ୍ତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ଟକ୍କର । ଭାରତୀୟ ଜନତା…
Read More...