Browsing Tag

Uttar Pradesh

ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

ବୃନ୍ଦାବନ: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍‌ ଏବ ରୋମାନଭ୍‌ ୟାରୋସାଲଭ୍‌। ଏହି ଦମ୍ପତି ୨୦୧୩…
Read More...

ଦୁର୍ଘଟଣାର ଶିକାର ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ

 (ଉତ୍ତର ପ୍ରଦେଶ) : ଦୁର୍ଘଟଣାର ଶିକାର ହେଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅ । ଜାଲୋନ ସ୍ଥିତ ଆଲମପୁର ବାଇପାସ୍ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି । ସୂଚନା ପାଇ କୋତଓ୍ବାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡି ଜବତ କରିବା…
Read More...

୧୫ କୋଟି ଲୋକଙ୍କୁ ମାଗଣାରେ ଶସ୍ୟ ଦେବେ ଯୋଗୀ ଆଦିତ୍ୟନାଥ

(ଉତ୍ତରପ୍ରଦେଶ) : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା…
Read More...

ପାଠ ପଢା ପୂର୍ବରୁ ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

ମାଦ୍ରାସ : ଉତ୍ତରପ୍ରଦେଶ ମାଦ୍ରାସ ଶିକ୍ଷା ପରିଷଦ ନୂତନ ଅଧିବେଶନରୁ ସମସ୍ତ ସହାୟକ ତଥା ଅଣସାହାଯ୍ୟକାରୀ ମଦ୍ରାସାଗୁଡ଼ିକରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରିଛି । ପ୍ରତ୍ୟେକ ମଦ୍ରାସାକୁ କ୍ଲାସ ଆରମ୍ଭ କରିବା ପୂର୍ବରୁ ଶିକ୍ଷକ ଓ ଛାତ୍ରମାନଙ୍କ ଦ୍ୱାରା ଅନ୍ୟାନ୍ୟ ପ୍ରାର୍ଥନା ସହିତ…
Read More...

୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

(ଉତ୍ତରପ୍ରଦେଶ) : ପୁଣି ଉତ୍ତରପଦେଶର ଶାସନ ଭାର ସମ୍ଭାଳିବେ ଯୋଗୀ ଆଦିତ୍ୟନାଥ । ୨୫ମାର୍ଚ୍ଚରେ ଲକ୍ଷ୍ନୌରେ ସହିଦ ପଦ ସ୍ଥିତ ଇକାନା ଷ୍ଟାଡିୟମରେ ଉତ୍ସବ ଅନୁଷ୍ଠିତ ହେବ। ଅନେକ ଅର୍ଥରେ ଶପଥ ଗ୍ରହଣ ଉତ୍ସବ ଖାସ୍‌ ହେବାକୁ ଯାଉଛି । ସୂଚନାନୁଯାୟୀ , ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…
Read More...

ଯୋଗୀଙ୍କ ମଥାରେ ତିଲଖ ଲଗାଇ ସ୍ୱାଗତ ଜଣାଇଲେ ମୁଲାୟମଙ୍କ ନାତୁଣୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବିପୁଳ ଜନମତ ସହ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଆନନ୍ଦର ମାହୋଲ । ନେତାଙ୍କଠୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ କରିଥିଲେ ଉତ୍ସବ । ଏହି ପରିପ୍ରେକ୍ଷୀରେ ଆଜି ଲକ୍ଷ୍ନୌରେ…
Read More...

ବିଜେପିର ବୁଲ୍‌ଡୋଜର୍ ଶୋଭାଯାତ୍ରା

ଲକ୍ଷ୍ନୌ: ଫେବ୍ରୁଆରୀ ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲ୍ଡୋଜର୍ ବାବା ଜିନ୍ଦାବାଦ୍’ ବୋଲି ସ୍ଲୋଗାନ୍ ଦେଇଥିଲେ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ନିଜ ଦଳ ସପକ୍ଷରେ ଭୋଟ ଯାଉ ଥିବାର ଦେଖି ଦଳୀୟ କର୍ମୀମାନେ…
Read More...

ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ : ହେବ ଯୋଗୀଙ୍କ ଭାଗ୍ୟ ପରୀକ୍ଷା

(ଉତ୍ତର ପ୍ରଦେଶ) : ଆଜି ଉତ୍ତର ପ୍ରଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ଥିବା ୫୭ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଭୋଟ ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ୬ଷ୍ଠ ପର୍ଯ୍ୟାୟରେ ଉତ୍ତର…
Read More...

କୋରୋନା କବଳରେ ସାରା ରାଜ୍ୟ

ଉତ୍ତରପ୍ରଦେଶ : ସାରା ରାଜ୍ୟକୁ କରୋନା ପ୍ରଭାବିତ ବୋଲି ଘୋଷଣା କଲେ ସରକାର । ରାଜ୍ୟରେ ୩୧ ମାର୍ଚ୍ଚ ୨୦୨୨ ଅଥବା ପରବର୍ତ୍ତି ଆଦେଶ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରାଜ୍ୟପାଳ ବୁଧବାର ଘୋଷଣା କରିଛନ୍ତି । ତେବେ ଏହି ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ଜନସ୍ୱାସ୍ଥ୍ୟ ଏବଂ ମହାମାରୀ ରୋଗ…
Read More...

ମହନ୍ତଙ୍କ ମର୍ଡର ମିଷ୍ଟ୍ରିରେ ନୂଆ ତଥ୍ୟ: ଓଡିଆ ବୋଲି ହେଉଛି ଦାବି

ଜଳେଶ୍ୱର(ଅଜିତ ସାହୁ): ଉତ୍ତର ପ୍ରଦେଶ ପ୍ରୟାଗରାଜ ବାଗାମ୍ବରୀ ମଠର ମହନ୍ତ ନରେଦ୍ର ଗିରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ମୃତ ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱରର…
Read More...