Browsing Tag

Uttar Pradesh

ଆଲିଗଡ଼ର ଅଜବ ପ୍ରେମ କାହାଣୀରେ ନୂଆ ଟ୍ୱିଷ୍ଟ: ଝିଅର ମଙ୍ଗେତର ସହ ପଳାଇଥିବା ମହିଳା ଏବେ ଭିଣୋଇ ସହ ଫେରାର!

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପୁଣିଥରେ ଚର୍ଚ୍ଚାରେ ଆସିଛି। ପ୍ରାୟ ୧୦ ମାସ ପୂର୍ବେ ଝିଅର ମଙ୍ଗେତରଙ୍କ ସହ ପଳାଇଥିବା ଜଣେ ବିବାହିତ ମହିଳାଙ୍କ ଘଟଣା ଏବେ ଆଉ ଏକ ନୂଆ ଟ୍ୱିଷ୍ଟ ନେଇଛି। ୩୮ ବର୍ଷୀୟ ପିଙ୍କି (ନାମ ପରିବର୍ତ୍ତିତ) ତାଙ୍କ ସ୍ୱାମୀ ଓ…
Read More...

ଖାଦ୍ୟ ନା ଜହର: ଚୋରିରୁ ବାହାରିଲା ଝିଟିପିଟି, ତା’ପରେ …

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଏକ ଜଳଖିଆ ଦୋକାନ ଏବେ ଚର୍ଚ୍ଚାରେ । ଖାଉଥିବା ବେଳେ କଚୋରିରୁ ଏକ ଝିଟିପିଟି ବାହାରିବାରୁ ଦୋକାନରେ ତୁମୁଳ କାଣ୍ଡ ଦେଖାଯାଇଛି । କମ୍ପାନୀ ବାଗର ପୋଲିସ ଲାଇନ ଛକରେ ଥିବା "ଗୁପ୍ତା ଜି'ସ୍ ଟେଷ୍ଟି କଚୋରିସ୍" ଦୋକାନ ତାର ସ୍ୱାଦିଷ୍ଟ କଚୋରି…
Read More...

ଏଠାରେ ବି ରହିଛି ଏପରି ମନ୍ଦିର, ଯେଉଁଠି ମା’ ହୁଅନ୍ତି ରଜସ୍ୱଳା

ଆସାମ: ଉଠୁଛି ପଡିଛି ମା’ କାମାକ୍ଷା ମନ୍ଦିର  । ଆଜିଠୁ ଗୌହାଟୀସ୍ଥିତ ମା’ କାମାକ୍ଷା ଧାମରେ ତିନି ଦିନିଆ ଅମ୍ବୁବାଚୀ ମହୋତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ କେବଳ ଆସାମର ଗୌହାଟୀରେ ନୁହେଁ ବରଂ ୟୁପିର ଫିରୋଜାବାଦରେ ମଧ୍ୟ ପାଳିତ ହେଉଛି । ଫିରୋଜାବାଦ ଜିଲ୍ଲାର ଜସରାନା ତହସିଲ ମୁଖ୍ୟାଳୟରେ…
Read More...

୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହେବାରୁ ବଞ୍ଚାଇଲା ମାଙ୍କଡ

ବ୍ୟୁରୋ : ଘଟଣାଟି ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ, ୬ ବର୍ଷର ନାବାଳିକାକୁ ବଳାତ୍କାରରୁ ରକ୍ଷା କରିଥିଲେ ମାଙ୍କଡ । କିଛି ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ମାଙ୍କଡ ମାନେ ଠିକ ସମୟରେ ପହଞ୍ଚି ନାବାଳିକା ଟିକୁ ରକ୍ଷା କରିଥିଲେ । ଖବର ଅନୁଯାୟୀ, ଘଟଣାଟି…
Read More...

ଉତ୍ତର ପ୍ରଦେଶ ପ୍ରୟୋଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ହୋଇଛି ଲାଇନଚ୍ୟୁତ

ଉତ୍ତରପ୍ରଦେଶ: ଆନ୍ଧ୍ରପ୍ରଦେଶ ଓ ଓଡିଶା ସିମାନ୍ତରେ ଘଟିଥିବା ଟ୍ରେନ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ସାମ୍ନାକୁ ଆସିଲା ଟ୍ରେନ ଦର୍ଘଟଣା । ଉତ୍ତର ପ୍ରଦେଶ ପ୍ରୟୋଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ହୋଇଛି ଲାଇନଚ୍ୟୁତ । ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ…
Read More...

ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମିର ସୁରକ୍ଷା ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ରାମଲାଲା ଓ ମନ୍ଦିରର ସୁରକ୍ଷାର ଦାୟିତ୍ୱ ନେବ ଏସଏସଏଫ ଯବାନ । ଉତ୍ତରପ୍ରଦେଶ ସରକାର ନିକଟରେ ପିଏସି ଓ ପୁଲିସ ଯବାନଙ୍କୁ ମିଶ୍ରଣ କରି ଏହି ନୂଆ ଫୋର୍ସର ଗଠନ କରିଛନ୍ତି । ଏହି…
Read More...

ୟାର ୟାର କହୁଛି, ଗୁଟୁଖା ଖାଇ ଘରେ ଛେପ ପକାଉଛି ବୋହୂ, ଥାନାରେ ଅଭିଯୋଗ କଲେ ଶାଶୁ

ଆଗ୍ରା: ବୋହୁ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ଶାଶୁ | କିଛି ଏଭଳି ଘଟଣାକୁ ନେଇ ଶାଶୁ ଥାନାରେ ଅଭିଯୋଗ କରିଛନ୍ତି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଶାଶୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ଗୁଟ୍‌ଖା ଖାଇ ଘରର ଏଠିସେଠି ଛେପ ଫିଙ୍ଗୁଛି। ଉତ୍ତର ପ୍ରଦେଶର ଆଗ୍ରାରେ ବୋହୂର ବଦ…
Read More...

ଡାକ୍ତରଙ୍କ ବେଖାତିର ! ଗୋଡ ବଦଳରେ କରିଲେ ପେଟର ଅପରେସନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲଖମିପୁର ଖିରୀର ଏକ ଡାକ୍ତରଖାନାରେ ଘଟିଛି ଏକ ଅଜବ ଘଟଣା । ଗୋଡ ଅପରେସନ ପାଇଁ ଜଣେ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡାକ୍ତର ତାଙ୍କର ପେଟର ଅପରେସନ କରିଦେଇଛନ୍ତି । ଏହି ଘଟଣାଟି ଏବେ ସୋସିଆଲ ମିଡଆରେ ଭାଇରାଲ ହେଉଛି । ଭାଇରାଲ…
Read More...

ଦିଲ୍ଲୀରେ ଏକାଧିଳ ଯୁବକଙ୍କ ସହ ଥିଲା ସୀମାଙ୍କ ସମ୍ପର୍କ!

ଉତ୍ତରପ୍ରଦେଶ : ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀରେ ମିଳିଛି ଗୁଇନ୍ଦା ଖିଅ । ଏହାକୁ ନେଇ ଉତ୍ତର ପ୍ରଦେଶର ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ ବା ଏଟିଏସ୍ ନୋଏଡା ସ୍ଥିତ ସଚିନଙ୍କ ଘରକୁ ଯାଇ ସୀମାଙ୍କୁ ଗିରଫ କରିଛି । ଏଟିଏସ୍ ସୀମାଙ୍କ ସହ ୪ ପିଲା ଓ ସଚିନଙ୍କୁ ନିଜ…
Read More...

ଶେଯ ଉପରେ ବିଡା ବିଡା ଟଙ୍କା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର

ଉନ୍ନାଓ: ଶେଯ ଉପରେ ବିଡା ବିଡା ଟଙ୍କା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର | ଖାଲି ଫୋଟୋ ନେଲେନି ସୋସିଆଲ ମିଡିଆରେ ଅପଲୋଡ୍ ବି କଲେ | ଯାହାପରେ ଫଟୋ ଦେଖି ପୁଲିସ ଡିପାର୍ଟମେଣ୍ଟରେ ହଇଚଇ ଆରମ୍ଭ ହେବା ସହ ତନାଘନା ହୋଇଥିଲା । ପରେ ସେହି ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି…
Read More...