ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ, ଟିକସ ଫାଙ୍କିବା ଅଭିଯୋଗରେ ରେଡ୍
ଭୁବନେଶ୍ଵର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ । ମଙ୍ଗଳବାର ସକାଳୁ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଉଛି । ଏଥିରେ ମୋଟ ୧୮ଟି ଟିମରେ ୧୨୦ ଆୟକର ଅଧିକାରୀ ସାମିଲ ହୋଇଛନ୍ତି ।
ଆଜି…
Read More...
Read More...