Browsing Tag

USA

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଗୋଟିଏ ଦିନରେ ବୁଡ଼ିଗଲା ସବୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆଉ ଏକ ଟାରିଫ୍ ବୋମା ପକାଇଛନ୍ତି । କିନ୍ତୁ ଏଥର ତାଙ୍କ ବୋମାର ଶିକାର ଭାରତ ନୁହେଁ ବରଂ ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱୀ ଚୀନ ହୋଇଛି । ଆମେରିକା ରାଷ୍ଟ୍ରପତି ଚୀନ୍ ସାମଗ୍ରୀ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଘୋଷଣା କରିଛନ୍ତି…
Read More...

ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପୁଣି ରଙ୍ଗ ବଦଳାଇଲେ ଟ୍ରମ୍ପ୍ । ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ବତନ୍ତ୍ର କହିଲେ ଟ୍ରମ୍ପ । 'ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ରୁଷିଆ ସହ ଭାରତର…
Read More...

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା, ଟାରିଫ୍‌କୁ ବେଆଇନ୍ କହିଲେ ଆମେରିକା କୋର୍ଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟ୍ରମ୍ପଙ୍କ ଟାରିଫ୍‌କୁ ବେଆଇନ୍ କହିଲେ ଆମେରିକା କୋର୍ଟ । ଆମେରିକାର ଅପିଲ୍‌ସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଟାରିଫ୍ କିମ୍ବା ଟିକସ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କ ନାହିଁ ବୋଲି କହିଲେ କୋର୍ଟ । ତେବେ…
Read More...

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ତେଣୁ ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ ବୋଲି ଭାରତକୁ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଛନ୍ତି ଟ୍ରମ୍ପ୍‌ । ତେବେ…
Read More...

ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍, ପ୍ରଭାବିତ ହେବ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍ । ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ କରିବ ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଭାରତ ପାଇଁ ଆମେରିକା ବଜାରରେ ସମସ୍ୟା ବୃଦ୍ଧି ହେବା ନେଇ ଜଣାପଡିଛି । ଫଳରେ ପ୍ରବଳ ଭାବରେ…
Read More...

ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ନ୍ୟୁୟର୍କ: ଆମେରିକାରେ ପୁଣି ଆଖିବୁଜା ଗୁଳିମାଡ଼ ଗଲା ୫ ଜଣଙ୍କ ଜୀବନ । ଆମେରିକାରେ ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା । ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ । ଗୁଳିମାଡ଼ରେ ଜଣେ ପୋଲିସ ଅଫିସର୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି…
Read More...

ବନ୍ୟା ଆଁରେ ବିଶ୍ଵର ସବୁଠୁ ଧନୀ ଦେଶ, ଗଲାଣି ୨୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ରାଜ୍ୟର ହିଲ୍ କଣ୍ଟ୍ରି ଅଞ୍ଚଳରେ ତାଣ୍ଡବ ରଚିଛି ବର୍ଷା । ମାତ୍ର କିଛି ଘଣ୍ଟା ମଧ୍ୟରେ ଗୋଟେ ମାସକର ବର୍ଷା ହୋଇଛି । ଫଳରେ ଗୁଆଡାଲୁପ୍ ନଦୀରେ ପ୍ରବଳ ବନ୍ୟା ଆସିଛି। ବନ୍ୟା ଯୋଗୁଁ ପ୍ରାୟ ୨୪ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ନିଖୋଜ ହୋଇଯାଇଛନ୍ତି।…
Read More...

ଅଶୋକ ଦଣ୍ଡସେନାଙ୍କୁ ସ୍ୱର୍ଣ୍ଣ ଏବଂ ସୁସ୍ମିତା ଟିଗାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର-: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ  ଆଣିଛନ୍ତି ଗୌରବ। ଅଶୋକ ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ…
Read More...

ଆମ୍ବ ରସ, ଗାଜର ହାଲୱା ଏବଂ ନିଜର ପ୍ରିୟ ଖେଳଣାକୁ ସାଙ୍ଗରେ ନେଇ ଯାଇଛନ୍ତି ଶୁଭାଂଶୁ

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଯାଇଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ…
Read More...

ମୋ କାନ୍ଧରେ ମୋ ଦେଶର ତ୍ରୀରଙ୍ଗା, ମୋ ସାଥିରେ ପୁରା ଦେଶବାସୀ : ଶୁଭାଂଶୁ

ନୂଆଦିଲ୍ଲୀ: ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ୍ । ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ପୁଅର ଏହି ସଫଳତାକୁ ଦେଖି ଭାବବିହ୍ୱଳ ହେଲେ ଶୁଭାଂଶୁଙ୍କ ମାଆ । ସେପଟେ ମହାକାଶରେ ପହଞ୍ଚିବା ମାତ୍ରେ…
Read More...