Browsing Tag

udala

ଉଦଳା ବ୍ଲକରେ ଶୁଭାରମ୍ଭ ହେଲା ଆୟୁଷ୍ମାନ ଯୋଜନା

ଉଦଳା-: ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା  ଅନୁଷ୍ଠାନିକ ଭାବେ ଏହାକୁ ଲୋକାର୍ପିତ କରିଛନ୍ତି ।  ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ସାମିଲ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରେ…
Read More...

ନଦୀପଠାରେ ଖେଳୁଥିବା ବେଳେ ଚାଲିଗଲା ଜୀବନ

ଉଦଳା /ଦୀପକ ମିଶ୍ର : ହସ ଖେଳ ବୟସ ରେ ଖେଳିବାକୁ ଧାଇଁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରିବା ସମୟରେ ଘଟିଗଲା ବଡ଼ ଅଘଟଣ । ଧସିଗଲା ଅତଡା , ଆଉ ଅତଡା ତଳେ  ଚାପି ହୋଇ ଚାଲିଗଲା ନିଷ୍ପାପ ନାବାଳକର ଗୋଟେ ଅମୁଲ୍ୟ ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ…
Read More...

ସାପ କାମୁଡାରେ ଗୁରୁତର ମାଆ, ଚାଲିଗଲା ଦେଢ ବର୍ଷର ଶିଶୁପୁତ୍ର

ଉଦଳା: ସାପ କାମୁଡାରେ ଗୁରୁତର ହେଲା ମାଆ, ଚାଲିଗଲା ଦେଢ ବର୍ଷ ଶିଶୁ ପୁତ୍ରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଶରତ ଥାନା କଟୁରିଆ ଗ୍ରାମରେ । କଟୁରିଆ ଗ୍ରାମର ମିନତୀ ମହାକୁଡ଼ ନିଜର ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ । ହେଲେ ହଠାତ୍ ବିଳମ୍ବିତ ରାତିରେ…
Read More...

ପ୍ରେମିକାକୁ ପ୍ରେମିକ ତଣ୍ଟିଚିପି ହତ୍ୟା ଘଟଣାର ତଦନ୍ତ କଲେ ସାଇଫିଣ୍ଟିକ ଟିମ

(କଳାହାଣ୍ଡି ଗୋଲାପ ସାହୁ):-ପ୍ରେମ ସମ୍ପର୍କ ରେ କୌଣସି ଘଟଣା କୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼ପୁଝାରିଗୁଡା  ଗ୍ରାମ ପଞ୍ଚାୟତ ବତାସୀଗୁଡା ଗାଁ ଠାରେ ଗତକାଲି ୪ ଟା ସମୟରେ ଏକ ନାବାଳିକା ଙ୍କୁ ପ୍ରେମିକ ତଣ୍ଟିଚିପି ହତ୍ୟା ଘଟଣାରେ ଆଜି ଗାଁ କୁ ସାଇଫିଣ୍ଟିକ ଟିମ,ସନ୍ଧାନୀ…
Read More...

୨ ବାଇକ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର

ଉଦଳା(ଦୀପକ ମିଶ୍ର): ୨ ବାଇକ ମୁହାଁମୁହିଁ ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି | ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୋନ ଡ୍ୟାମରେ | ସୋନ ଡ୍ୟାମ ରାସ୍ତାରେ ଔପଦା ଥାନା ମଡିଚୁଆ ଗ୍ରାମର ଲାଦୁରା ହୋ ଏବଂ ତାଙ୍କ ମାଆ ବୁଧୁନି ହୋ ବାଇକରେ ଶରତ ଅଭିମୁଖେ…
Read More...

ଖଲାଡି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ  ଉଦଘାଟିତ

ଉଦଳା : ଉଦଳା ବ୍ଲକ ଖଲାଡି ପଞ୍ଚାୟତର ବେଗୁନିଆଡ଼ିହକ୍ଷ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଏକଦିବସୀୟ ଫୁଟବଲ ଖେଳ ଉଦଘାଟିତ ହୋଇଯାଇଛି । ଏହି ଫୁଟବଲ ଟୁର୍ନାମେଣ୍ଟକୁ ଖଲାଡି ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଖୋଲାଡି ପଞ୍ଚାୟତର ସଭ୍ୟ ସବିତା ବେହେରା,…
Read More...

ଉଦଳା ମହୋତ୍ସବ ‘ଧୁମୁସା ‘ଆୟୋଜନ ଉପଲକ୍ଷେ ସ୍ୱତନ୍ତ୍ର  ବୈଠକ 

ଉଦଳା (ଦୀପକ ମିଶ୍ର ):ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୂମସା ମହୋତ୍ସବ ପ୍ରତ୍ୟେକ ବର୍ଷ ଉଦଳା ଠାରେ ସରକାରୀ ସ୍ତରରେ ଧୂମଧାମରେ ପାଳିତ ହୋଇଆସୁଥିଲା l ପ୍ରଶାସନ ପକ୍ଷରୁ ଏହି ମହୋତ୍ସବକୁ ସହଯୋଗ ନମିଳିବାରୁ ଆମେ ଭଞ୍ଜକଳାକାର ପକ୍ଷରୁ ଆଜି ଏକ ବିଚାର ବିମର୍ଶ ବୈଠକ ଅନୁଷ୍ଠିତ…
Read More...

ଉଦଳା ବ୍ଲକରେ ମିଶନ ଶକ୍ତି ଫୁଡ୍ କେଫ୍ ଉଦଘାଟନ

ମୟୂରଭଞ୍ଜ : ଉଦଘାଟନ ହେଲା ମିଶନ ଶକ୍ତି ର ଫୁଡ୍ କେଫ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପରିସରରେ ମିଶନ ଶକ୍ତିର ଫୁଡ୍ କେଫକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଛନ୍ତି । ଏହି ଫୁଡ୍ କେଫ୍ ଦ୍ଵାରା ମିଶନ ଶକ୍ତିର ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଛନ୍ତ…
Read More...

ମଣ୍ଡଳ ସ୍ତରୀୟ ,ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

(ଅଜିତ କୁମାର ସାହୁ/ବସ୍ତା) : ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ପାଇଁ , ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗୋଷ୍ଠୀ ଆଞ୍ଚ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ବିଜୟ କୁମାର ଜେନା ସଭାପତିତ୍ଵ…
Read More...

ଲୋକପ୍ରିୟ ହେଉଛି ଶିଶୁ ମହୋତ୍ସବ ସୁରଭି ଅଭିଯାନ

ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ 'ସୁରଭି' ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମ । ଠିକ୍ ସେହିଭଳି ବାଲେଶ୍ଵର…
Read More...