ଉଦଘାଟିତ ହୋଇଛି ଉଦଳା ପ୍ରିମିୟର ଲିଗ୍ ସିଜନ-୪
ମୟୁରଭଞ୍ଜ ଜିଲ୍ଲା ଉଦଳା ପ୍ରିମିଓର ଲିଗ ସିଜିନ-4 ର ଉଦଘାଟନ ହୋଇଯାଇଛି l ଉଦଳା କ୍ରିକେଟ କ୍ଳବ ପକ୍ଷରୁ ମୁନା ମେମୋରିଆଲ ନାମରେ ଏହି ଉଦଳା ପ୍ରିମିଓର ଲିଗ ଆୟୋଜିତ ହେଉଥିବା ବେଳେ ଆଜିଠୁ ଆରମ୍ଭ ହୋଇ ଡ଼ିସେମ୍ବର 12 ତାରିଖରେ ଶେଷ ହେବ l ଏହି ପ୍ରିମିଓର ଲିଗରେ 6 ଟି ଫ୍ରାଞ୍ଚାଇଜ଼ ଟିମ…
Read More...
Read More...