Browsing Tag

twincity

କଲବଲ କରୁଛି ପ୍ରବଳ ଜାଡ : ଥରୁଛନ୍ତି ଦ୍ୱେତନଗରୀ ବାସିନ୍ଦା

ବ୍ୟୁରୋ : ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର…
Read More...

ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଝାଡ଼ଖଣ୍ଡ ଯିବ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର : ଟୁଇନସିଟି ପରେ ଝାଡ଼ଖଣ୍ଡ ଯିବ ସ୍ପେସିଆଲ ସ୍କ୍ୱାର୍ଡ । ଭୁବନେଶ୍ୱର, କଟକରୁ ସିମ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡ ରେ ଥିବା ରାଜୁ ମଣ୍ଡଳକୁ ନେଇ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ ବକ୍ସ…
Read More...