ଚଳିତ ଥର କେଉଁ ଦିନ ପାଳିବେ ହୋଲି ଉତ୍ସବ ?
ହୋଲିର ମଜା ନେବା କାହାକୁ ବା ପସନ୍ଦ ନୁହେଁ । ଆବାଳ ବୃଦ୍ଧ ବନିତା ସଭିଏଁ ରଙ୍ଗ ପର୍ବରେ ରଙ୍ଗେଇ ହେବା ପାଇଁ ଖୁବ୍ ଭଲପାଆନ୍ତି । ହୋଲି କେବଳ ପାରସ୍ପରିକ ପ୍ରେମକୁ ଦ୍ୱିଗୁଣିତ କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂର କରିଥାଏ ।
ପ୍ରତ୍ୟେକ ବର୍ଷ ହୋଲି ଦୁଇ ଦିନ ମନାଯାଏ…
Read More...
Read More...