Browsing Tag

TMC

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀଙ୍କ ନାଁ ଆଗକୁ ବଢ଼ାଇଲା ଟିଏମସି

ରିପୋଟର୍ସ ଟୁଡେ ବ୍ୟୁରୋ:  ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ…
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣନା; ଆଗରେ ଟିଏମସି

କୋଲକାତା: ଆଜି (ଜୁଲାଇ ୧୧) ହେଉଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳର ଦିନ ।  ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ ରେ ହୋଇଥିବା ଭୋଟ୍ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୭୩,୮୮୭ ସିଟ୍ ପାଇଁ ଭୋଟରମାନେ ଭୋଟ୍ ଦେଇଛନ୍ତି। ୮ ଜୁଲାଇରେ…
Read More...

ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କୁ ଚା’ ପିଆଇଲେ ମମତା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରୁଛନ୍ତି। ସୋମବାର (ଜୁନ୍ ୨୬) ପ୍ରଚାର କରୁଥିବାବେଳେ ସେ ଜାଲପାଇଗୁରିର ମାଲବାଜାରର ଏକ ଚା ଦୋକାନରେ ଚା ’ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସିଏମ୍ ମମତା ଚା ତିଆରି କରି…
Read More...

ନବୀନଙ୍କୁ ଶକ୍ତିଶାଳୀ ନେତା ବୋଲି ବିବେଚନା କଲେ ମମତା

ଭୁବନେଶ୍ୱର: ୨ ଦିନିଆ ଓଡିଶା ଗସ୍ତରେ ଆସି ପଶ୍ଚିମବଙ୍ଗ ଫେରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ପହଞ୍ଚିବା ପରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ । ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭେଟଘାଟ ଏବଂ ମିଳିତ ବିବୃତି…
Read More...

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

କୋଲକାତା: ବହୁ କୋଟି ଟଙ୍କାର ଗୋ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ତୃଣମୂଳ କଂଗ୍ରେସର ତୁଙ୍ଗ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବତନ ମନ୍ତ୍ରୀ ତଥା ଦଳର ହେବିୱେଟ ନେତା ପାର୍ଥ ଚାଟାର୍ଜୀଙ୍କ ଗିରଫ ଦାରୀକୁ କେନ୍ଦ୍ର ସରକାରଙ୍କ ଏଜେଣ୍ଡା ବୋଲି ଟିଏମସି ସବୁବେଳେ ଅଭିଯୋଗ…
Read More...

ପଶ୍ଚିମବଙ୍ଗରେ ବିଜେପିକୁ ଝଟକା: ଟିଏମସିକୁ ଫେରିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସାଂସଦ ଏବଂ ରାଜ୍ୟ ଉପାଧ୍ୟକ୍ଷ ଅର୍ଜୁନ ସିଂହ ରବିବାର ପୁଣି ଥରେ ଟିଏମସିର ହାତ ଧରିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପି ଟିକେଟରେ ବାରାକପୁର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ସାଂସଦ ହୋଇଥିଲେ । ତେବେ…
Read More...

କଂଗ୍ରେସରୁ ଇସ୍ତପା ଦେଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପୂର୍ବତନ ସାଂସଦ ସୁସ୍ମିତା ଦେବ କଂଗ୍ରେସରୁ ଇସ୍ତପା ଦେଇ ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ଦିନ ସୁସ୍ମିତା ଦେବ କଂଗ୍ରେସରୁ ଇସ୍ତପା ପତ୍ର ସୋନିଆ ଗାନ୍ଧୀଙ୍କୁ ଦେବା ପରେ ମମତା ବାର୍ନାଜି ଓ ପୁତୁରା ଅଭିଶେକ୍ଷ ବାନାର୍ଜୀଙ୍କୁ ଭେଟି ତୃଣମୁଳ…
Read More...

୬ ତୃଣମୂଳ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ୬ ତୃଣମୂଳ କଂଗ୍ରେସ ଅନୁଚିତ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି । ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାୟୁଡୁ ସାଂସଂଦ ମାନଙ୍କୁ ରାଜ୍ୟସଭା ଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ସାଂସଦ ମାନେ ଗତକିଛି ଦିନ ଧରି ପେଗାସସ୍ , କୃଷକ…
Read More...

ସୋନିଆ ଗାନ୍ଧିଙ୍କ ସହିତ ବିରୋଧୀ ଦଳ ନେତାଙ୍କୁ ଭେଟିବେ ମମତା ବାନାର୍ଜି

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଖୁବଶିଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନାଆ ଗାନ୍ଧୀଙ୍କ ସହିତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଜୁଲାଇ ୨୫ରେ ଭେଟିବାକୁ ଯୋଜନା ରଖିଛନ୍ତି । ଆଗାମୀ ସଂସଦ ର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ…
Read More...