Browsing Tag

test cricket

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ

ହାଇଦ୍ରାବାଦ:- ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳ ଯାଉଥିବା ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚରେ  ଭାରତ ଏକ ଇନିଂସ ଏବଂ ୧୪୦ ରନରେ ବିଜୟ ହାସଲ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମ ଟେଷ୍ଟ…
Read More...

ପରାଜୟ ମ୍ୟାଚ୍‌କୁ ବିଜୟରେ ବଦଳାଇଲା ଭାରତ

ଇଂଲଣ୍ଡ:- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍‌ ନଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ସମସ୍ତଙ୍କୁ ବିସ୍ମିତ କରିଛି । ପରାଜୟ…
Read More...

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟରେ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୨୪ ରନ୍‌ କରିଛି ।…
Read More...

ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା…

ନୂଆଦିଲ୍ଲୀ:- ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆହତ ହେବା ପରେ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଛନ୍ତି। ରବିବାର ଜିମ୍ ସେସନ୍ ସମୟରେ ନୀତୀଶଙ୍କ…
Read More...

ତୃତୀୟ ଟେଷ୍ଟରେ ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର

ନୂଆଦିଲ୍ଲୀ-: ଲର୍ଡସ୍‌ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ଦିନ ରୋମାଞ୍ଚକର ହେବାକୁ ଯାଉଛି। ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର। ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ…
Read More...

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି

ଲର୍ଡସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ୩୮୭ ରନ୍‌ କରିଛନ୍ତି। ଫଳରେ ମ୍ୟାଚ୍‌ରେ ଆଉ ୨ ଦିନ ବାକିଥିବା ବେଳେ ଦ୍ୱିତୀୟ ଇନିଂସରେ ଖେଳ ନିର୍ଣ୍ଣାୟକ ହେବାକୁ ଯାଉଛି। କେଏଲ୍ ରାହୁଲ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଡ଼େଜାଙ୍କ ଦାଇତ୍ୱପୂର୍ଣ୍ଣ ବ୍ୟାଟିଂ…
Read More...

ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି

ଇଂଲଣ୍ଡ-: ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି ରହିଛି। ଶନିବାର ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୩ୟ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ୫ ୱିକେଟ ହରାଇ ୨୯୫ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ପାଳିରେ ଭାରତ ଇଂଲଣ୍ଡଠାରୁ ୯୨ ରନରେ ପଛୁଆ ରହିଛି। କେ.ଏଲ. ରାହୁଲଙ୍କ ଶତକ ରୁଷଭ ପନ୍ତଙ୍କ…
Read More...

ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍‌

ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍‌ । ୫ ଟିକିଆ ଟେଷ୍ଟ୍‌ ମ୍ୟାଚ୍‌ ସିରିଜ୍‌ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୫ ୱିକେଟ୍‌ରେ ପରାଜିତ କରିଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌କୁ ଭାରତ ୩୩୬ ରନ୍‌ରେ ଜିତି ନେଇଛି । ଏହି ମ୍ୟାଚ୍‌…
Read More...

ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ

ଇଂଲଣ୍ଡ-: ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲଙ୍କ ଧୂଆଁଧାର ବ୍ୟାଟିଂରେ ୧୬୧ ରନ୍ ଏବଂ ରାହୁଲ, ଜାଡେଜା ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଇନିଂସରେ ୪୨୭ ରନ୍ କରି ପାଳି ଘୋଷଣା କରିଥିଲା ଭାରତୀୟ ଦଳ । ଏହାସହ ପ୍ରଥମ ଇନିଂସରେ ୧୮୦…
Read More...

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୨୪୪ ରନ୍‌ ଆଗରେ ରହିଛି

ବର୍ମିଂହାମ୍‌-: ଚଳିତ ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ରେ ଶୁକ୍ରବାର ତୃତୀୟ ଦିନରେ ରୋଚକ ମୁକାବିଲା ଦେଖିବାକୁ ମିଳିଥିଲା। ଭାରତ ପ୍ରଥମ ନୂଆବଲ୍‌ରେ ୮୪ ରନ୍‌ ସ୍କୋର୍‌ରେ ୫ଟି ୱିକେଟ୍‌ ନେଇଥିବା ବେଳେ ଦ୍ୱିତୀୟ ନୂଆବଲ୍‌ରେ ମାତ୍ର ୨୦ ରନ୍‌ରେ ୫ଟି ୱିକେଟ ଅକ୍ତିଆର କରିଥିଲା। ହେଲେ ଏହା ମଝିରେ…
Read More...