Browsing Tag

terrorist

ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ କମାଣ୍ଡୋ ଥିଲା ପହଲଗାମ ଆକ୍ରମଣ ଆତଙ୍କବାଦୀ

ନୂଆଦିଲ୍ଲୀ-: ପାକିସ୍ତାନ ସେନା ହିଁ ଆକ୍ରମଣ କରିଥିବା ତଥ୍ୟ ଗୁଇନ୍ଦା ବିଭାଗକୁ ମିଳିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ  ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ…
Read More...

ପହଲଗାମ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି

ଜମ୍ମୁ-କଶ୍ମୀର-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ତେବେ ବର୍ତ୍ତମାନ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀନଗର ଅଭିମୁଖେ ଅମିତ ଶାହ

ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆତଙ୍କବାଦୀ ମାନେ ଗୁଳିମାଡ଼ କରିଛନ୍ତି ।  ୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରଣ କରିଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା ।…
Read More...

ଯବାନଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଜାମ୍ମୁ-: ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ସୂଚନା ଅନୁସାରେ…
Read More...

ଜାମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମିଳିତ ଅପରେସନରେ ଆତଙ୍କବାଦୀ ନିହତ

ଜମ୍ମୁ: ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏକ ମିଳିତ ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। କିସ୍ତୱାରର ଚାତରୁ ଅଞ୍ଚଳରେ ଏପ୍ରିଲ ୯ ତାରିଖରେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ଅଭିଯାନରେ ଫଳରେ…
Read More...

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଭାରତ ଫେରିବ

ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ତହବୁର ରାଣାକୁ ଭାରତ ଅଣାଯିବ । ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି । ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଯାହା ଫଳରେ ତହବୁରର…
Read More...

ଏନ୍କାଉଣ୍ଟର୍ରେ ସଫା

ଭାରତୀୟ ସେନାର ଏନ୍କାଉଣ୍ଟର୍ ।ମିଳିତ ଆଟାକ୍ରେ ସଫା ହୋଇଛନ୍ତି ୩ ଜଣ ଲସ୍କର ଆତଙ୍କବାଦୀ ।କୁଲଗାମରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ ।ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ ।ସେହି ସମୟରେ ଉଭୟ ଆତଙ୍କବାଦୀ ସୁରକ୍ଷା ବାହିନୀ…
Read More...

ମାସୁଦ ଅଜହରର ନିକଟତର ; ଭାରତ ବିରୋଧୀକୁ ପାକ୍ ରେ ହତ୍ୟା

ଆତଙ୍କୀ ସଂଗଠନ ଜସ-ଏ-ମହମ୍ମଦ ଚିଫ୍ ମାସୁଦ ଅଜହରର ଅତି ନିକଟତର ଥିଲା ମøଲାନା ରହୀମୁଲ୍ଲା ତାରିକ ।ପାକିସ୍ତାନର କରାଚିରେ ଭାରତ ବିରୋଧୀ ଧାର୍ମିକ ନେତା ଭାବରେ ମøଲାନା ରହୀମୁଲ୍ଲା ତାରିକ କୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ କେହି ଦୁବୃତ୍ତ ଗୁଳି କରି ହତ୍ୟା କରିଛନ୍ତିା ସେ ସବୁବେଳେ…
Read More...

ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଧମକପୂର୍ଣ୍ଣ କଲ୍; ଟାର୍ଗେଟରେ ଯୋଗୀ ଓ ମୋଦି ସରକାର

ମୁମ୍ବାଇ: ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ୟୁପିର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସେମାନଙ୍କ ଟାର୍ଗେଟରେ ଅଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ୨୬/୧୧ ପରି…
Read More...

ଆତଙ୍କବାଦୀଙ୍କୁ ପାକିସ୍ଥାନ ଯୋଗାଉଛି ପେନ୍‌ସନ୍‌

ଭୂବେନେଶ୍ୱର(ରିପୋର୍ଟର୍ସ ଟୁଡେ): ଆର୍ନ୍ତଜାତିକ କଟକଣା ସ୍ୱତ୍ତେ ଦୁର୍ଦାନ୍ତ ଓ କଳା ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ପେନ୍‌ସନ୍‌ ଯୋଗାଇବା ସହ ସେମାନଙ୍କୁ  ସୁରକ୍ଷା ଦେଇଚାଲିଛି ପାକିସ୍ଥାନ । ଜିନିଭାସ୍ଥିତ ଇଣ୍ଡିଆନ୍ ପର୍ମାନେଣ୍ଟ୍ ମିସନ୍ ର ପ୍ରଥମ ସଚିବ ପବନକୁମାର ବାଧେ ଜାତିସଂଘ ମାନବୀୟ…
Read More...