ପ୍ରଦୂଷଣ ହ୍ରାସ ପ୍ରତିବାଦରେ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ
( ମନିଲ କୁମାର ମହାରଣା ) : କୋଇଲା ଟ୍ରକ ଜନିତ ପ୍ରଦୂଷଣକୁ କମାଇବା ତଥା ଟ୍ରକ ବେଗ ହ୍ରାସ କରିବା, ନିୟମିତ ପାଣି ସିଞ୍ଚନ, ରାସ୍ତା କଡର ଧୂଳିଗୁଣ୍ଡ କୁ ସଫା କରିବା ଦାବିରେ ଆଜି ଛାତ୍ରଛାତ୍ରୀ ମାନେ ତାଳଚେର କଲେଜ ସାମ୍ନାରେ ଥିବା ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଧାରଣାରେ…
Read More...
Read More...