ବାରବାଟୀରେ ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦
କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ - ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିଲାଗି ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିଲାଗି ପ୍ରଥମ ଟିକେଟ୍ କିଣିଥିଲେ । ଏହାଛଡା ମଙ୍ଗଳବାର କଟକ ମେୟର ସୁବାସ ସିଂ କନ୍ଫରେନସି…
Read More...
Read More...