Browsing Tag

T-20

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି…

ବ୍ୟୁରୋ ରିପୋର୍ଟ: T20  ବିଶ୍ୱକପ୍ ୨୦୨୪ ଜୁନ୍ ୧ ରୁ ଆରମ୍ଭ ହେଉଛି ।  ସମସ୍ତ ଦଳ ଏ ସମ୍ପର୍କରେ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିପାଇଁ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଆମେରିକା ଯିବ। ଏହି ସମୟରେ, ଆଇସିସି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଂଶୀଦାର କରିଛି ।  ଆଇସିସି ପାକିସ୍ତାନର ପୂର୍ବତନ…
Read More...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳି

ନ୍ୟୁୟର୍କ: ଦ୍ୱିତୀୟ ଟି-୨୦ରେ ଆମେରିକା ବାଂଲାଦେଶକୁ ପରାସ୍ତ କରିଛି। ଆୟୋଜକ ଆମେରିକା ୩ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଛି। ଆମେରିକା ପ୍ରଥମ ଟି -୨୦ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଥିଲା। ଏଥି ସହିତ, ଏହି ସିରିଜର ତୃତୀୟ ଟି-୨୦ ଶନିବାର ଖେଳାଯିବ। କିନ୍ତୁ କ୍ରମାଗତ…
Read More...

ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ

ବିଶାଖାପାଟନାମ : ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ । ବିଶାଖାପାଟନାମରେ ଏହି ଦୁଇ ଦଳ ମଧ୍ୟରେ ହେବ ଟକ୍କର। ଏଥର ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ଏଥର ବିଶ୍ୱକପ୍ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।…
Read More...

୧୦୦ତମ ଟି -୨୦ ମ୍ୟାଚ ଖେଳିବେନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର

ମୁମ୍ବାଇ: ଭାରତରେ ନିଜର ୧୦୦ତମ ଟି -୨୦ ମ୍ୟାଚ ଖେଳିବେ ନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର ।ଆସନ୍ତା ୨୩ ତରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଯାଉଛି ।ଯେଉଁଥିରେ ଭାରତ ଓ ଅଷ୍ଟ୍ରେଲିଆ ହେବେ ମୁହାଁ ମୁହିଁ । ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ୱରେ ଭରତୀୟ ଦଳ କଙ୍ଗାରୁ ଭେଟିବ…
Read More...

T-20 ବିଶ୍ୱକପର ଆୟୋଜକ ଆମେରିକା- ୱେଷ୍ଟଇଣ୍ଡିଜ

ଟି-୨୦ ବିଶ୍ୱକପ ପାଇଁ ଭେନ୍ୟୁ ଚୂଡାନ୍ତ ହୋଇଛି । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଆୟୋକ ଅଛନ୍ତି । ଆଇସିସି ପକ୍ଷରୁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ଆମେରିକାର ୩ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଟେକ୍ସାସର ଡଲାସ୍ ଠାରେ ଥିବା ଗ୍ରାଣ୍ଡ୍ ପ୍ରାଇରି ଷ୍ଟାଡିୟମ, ଫ୍ଲୋରିଡାର…
Read More...

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ରେ ଭାରତ ୮ ୱିକେଟ୍‌ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା।…
Read More...

ଆଜି ଭାରତ- ୱେଷ୍ଟଇଣ୍ଡଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଏହି ମ୍ୟାଚ ଆମେରିକାର ଫ୍ଲୋରିଡାରେ ସମୟ ରାତି ୮ଟାରେ ଖେଳାଯିବ । ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚରୁ ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇ ମ୍ୟାଚ ଜିତି ଥିବା ବେଳେ ତୃତୀୟ ମ୍ୟାଚରେ ବାଜିମାରିଛି ଭାରତ । ଚତୁର୍ଥ ମୁକାବିଲା ଜିତିବାକୁ ହେଲେ ଉଭୟ…
Read More...

ୱେଷ୍ଟଇଣ୍ଡିଜକୁ ୭ ୱିକେଟ ରେ ପଛରେ ପକାଇ ଜିତିଲା ଟିମ ଇଣ୍ଡିଆ

ବ୍ୟୁରୋ: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ବିଜୟ । ଏହି ବିଜୟ ଭାରତିୟଙ୍କ ମନରେ ଆଶା ବଢାଇଛି । ୱେଷ୍ଟଇଣ୍ଡିଜକୁ ୱିକେଟରେ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ରେ ଏହି ମ୍ୟାଚରେ ଭାରତ ବିଜୟ କରିଛି । ୧୬୦ ଟାର୍ଗେଟ…
Read More...

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ…
Read More...

ପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମ

ଭାରତୀୟ ମହିଳା କ୍ରିକେଟ ଟିମ ବାଙ୍ଗଲାଦେଶକୁ ପରାସ୍ତ କରି ଆରମ୍ଭ କରିଛି ବିଜୟ ଅଭିଯାନ । ଢାକାର ଶେର-ଏ- ବାଂଲା ନ୍ୟାଦନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।…
Read More...