Browsing Tag

T-20

ଶ୍ରେୟାସ ଆୟରଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

ହେବାକୁ ଥିବା ଟି- ୨୦ କ୍ରିକେଟ୍‌ରେ ଭାରତୀୟ ଦଳକୁ ମିଳିବ ନୂଆ ଅଧିନାୟକ । କାରଣ ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ଶ୍ରେୟସ ଆୟର ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିବେ। କିନ୍ତୁ, ଏହି ନିଯୁକ୍ତିକୁ ଏପର୍ଯ୍ୟନ୍ତ ସରକାରୀ…
Read More...

ଟି- ୨୦ ସିରିଜ୍‌ରୁ ବାଦ୍ ପଡିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ।

ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ମିଳିଛି ବଡ ଝଟ୍‌କା ଟି -୨୦ ସିରିଜ୍‌ରୁ ସଂପୂର୍ଣ୍ଣ ବାଦ ପଡିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ…
Read More...

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି କୋହଲିଙ୍କ ପୂର୍ବରୁ ଥିବା ରେକର୍ଡ ଭାଙ୍ଗିଛନ୍ତି। ବାବର ଏବେ…
Read More...

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

ଆଗାମୀ ଟି-୨୦ ବିଶ୍ୱକପ୍‌ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି ମନେ ହେଉଛି। ଆଉ ଏହାରି ମଧ୍ୟରେ ଭାରତରେ ଟି୨୦ବିଶ୍ୱକପ୍ ନଖେଳିବା ନେଇ…
Read More...

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍ ; ସୁପର ଓଭରରେ ବିଜୟୀ ହେଲା ଭାରତ

ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନ୍‌ରେ ଅଟକିଯିବା ପରେ ମ୍ୟାଚ୍‌ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍‌ରେ ୨ ରନ୍ ଦେଇ ୨ ୱିକେଟ୍‌ ଦଖଲ କରିନେଇଥିଲେ। ଜବାବରେ ମଥିଶା ପଥିରଣାଙ୍କ…
Read More...

ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲ

ଆଜି ଠାରୁ ଭାରତୀୟ ଯୁବ ବାହିନୀ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଯାଇଛି ୫ଟିକିଆ ଟି-୨୦ ସିରିଜ। ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଗିଲ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ଟି-୨୦ରେ ନେଉଥିବା ବେଳେ ଟସ୍…
Read More...

ଟିମ ଇଣ୍ଡିଆ ପାଇଁ ୧୧୬ ରନ୍ ରହିଛି ବିଜୟ ଲକ୍ଷ୍ୟ

ହରାରେ: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଛ ଭାରତୀୟ ଦଳ । ଏହି ମ୍ୟାଚ ହରାରେର ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଛି। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
Read More...

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିଅନହୋଇଛି ଭାରତ | ଏହାପରେ ଅନ୍ତରାଷ୍ଟ୍ରୀୟ ଟି-୨୦ରୁ ଅବସର ନେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ହେଲେ ଏବେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ଆଇପିଏଲରୁ ବି ବିଦାୟ ନେଇଯିବେ କି ହିଟ ମ୍ୟାନ | ବର୍ତ୍ତମାନ ରୋହିତ ତାଙ୍କ…
Read More...

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ…
Read More...

ବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭  ରନର ଲକ୍ଷ୍ୟ ଥିଲା। …
Read More...