Browsing Tag

Swagatika Parida

କଳାହାଣ୍ଡିରେ ଖୁସିର ଲହରୀ, ଖୁବ୍ ଶୀଘ୍ର ଉଡିବ ବିମାନ

ପୂରଣ ହେବ ସ୍ୱପ୍ନ,ଉଡିବ ବିମାନ । ପୂରଣ ହେବାକୁ ଯାଉଛି କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ । ପଛୁଆ ଅଞ୍ଚଳରେ ଖୁବ୍ ଶୀଘ୍ର ଉଡିବ ବିମାନ । ଏହି ଖବର ଶୁଣିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ସରକାରଙ୍କ ପ୍ରଚେଷ୍ଟା ପରେ କଳାହାଣ୍ଡି ଉତ୍ କେଲା…
Read More...

କପିଲଙ୍କ ଫିଲ୍ମରେ ଓଡିଆ ପୁଅ, ମାତ୍ର ୧୩ ବର୍ଷରେ ବଲିଉଡରେ କଲେ ଡେବ୍ୟୁ

ମୁମ୍ବାଇ : ପୁଣି ଥରେ ବଲିଉଡରେ ନିଜ କମାଲ ଦେଖାଇଲେ ଜଣେ ଓଡିଆ ପୁଅ । ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍ ରେ ଏଣ୍ଟ୍ରି କରି ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । କପିଲଙ୍କ ଫିଲ୍ମରେ ନଜର ଆସିବେ ଏହି ୧୩ ବର୍ଷର ଓଡିଆ ପୁଅ ପ୍ରଜ୍ୱଳ ସାହୁ । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଥିବା କପିଲଙ୍କ…
Read More...

ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ନ୍ୟୁଜିଲାଣ୍ଡ  : ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ୭.୦ ତୀବ୍ରତର ଶକ୍ତିଶାଳୀ ଭୂମିକମ୍ପରେ ନ୍ୟୁଜିଲାଣ୍ଡବାସୀ ଥରହର ।ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିବା ସୂଚନା ମିଳିଛି । ସମୁଦ୍ର ପତନ ଠାରୁ ପ୍ରାୟ ୨୨ କିଲୋମିଟର ତଳକୁ…
Read More...

 ‘Tu jhutti mein Makkar’ ଫିଲ୍ମରେ କାମ କରିବା ପାଇଁ ଟଙ୍କା ନେଇ ନାହାନ୍ତି ରଣବୀର କାପୁର

ମୁମ୍ବାଇ : ‘Tu jhutti mein Makkar’ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେଇ ନାହାନ୍ତି ରଣବୀର କାପୁର । ଏ କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ । କାରଣ ରଣବୀର କାପୁରଙ୍କ ଭଳି ଜଣେ ଫେମସ୍ ଅଭିନେତା ତଥା ବଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ ଯେ କିଭଳି ବିନା ଫି’ ରେ କାମ କଲେ ତାହା…
Read More...

ନିଜ କୁକୁର ‘ନୋଭା’ ପାଇଁ ଆଇନଗତ ଜାଲରେ ଫସିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ : ପୁଣି ଥରେ ବିବାଦରେ ଫସିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଆଇନଗତ ଜାଲରେ ଫସାଇ ଦେଇଛି ତାଙ୍କ କୁକୁର । ନିଜ କୁକୁର ପାଇଁ ଏବେ ହଟହଟା ହେବା ସହ ପୋଲିସ୍ ତାଗିଦର ମଧ୍ୟ ଶିକାର ହୋଇଛନ୍ତି ଋଷି ସୁନକ । ଲଣ୍ଡନର ହାୟଡେ ପାର୍କରେ ସୁନକ ଓ…
Read More...

ରାତିର ଅନ୍ଧାରରେ ଆସୁଛି, କଲିଜା ନେଇ ଚାଲିଯାଉଛି

କଟକ: ପୁଣି ଅଜଣା ଜନ୍ତୁର ଭୟ । ଅଜଣା ଜନ୍ତୁର ଭୟରେ ଗ୍ରାମବାସୀ । ରାତିର ଅନ୍ଧାରରେ ସେ ଆସୁଛି । ଆଉ କଲିଜା ନେଇ ଚାଲିଯାଉଛି । କେହି କିଛି ଟେର୍ ବି ପାଉ ନାହାନ୍ତି । ରାତି ଯେତେ ବଢୁଛି ସେ ସେତେ ମେଣ୍ଢାଙ୍କୁ ମାରି କଲିଜା ନେଇ ଚାଲିଯାଉଛି । କିନ୍ତୁ କିଏ ସେହି ଅଜଣା ଜନ୍ତୁ ? ଜନ୍ତୁ ନା…
Read More...

ଦଇବ ସାଧିଲା ଦାଉ; ବିବାହକୁ ୫ ଦିନ ନ ବିତୁଣୁ ଆଖି ବୁଜିଲେ ସ୍ୱାମୀ

କେନ୍ଦୁଝର : ହୋମ ନିଆଁକୁ ସାକ୍ଷୀ ରଖି, ପାଦରେ ଅଳତା ମଥାରେ ସିନ୍ଦୂର ପିନ୍ଧି ସ୍ୱାମୀର ହାତ ଧରି ଶାଶୁ ଘରକୁ ଆସିଥିଲା । ସଂସାର ଗଢିବାର ଆଖିରେ ଆଖିଏ ସ୍ୱପ ଆଉ ମନରେ ଅନେକ ଆଶା ନେଇ ନବ ବଧୂ ସାଜି ଆସିଥିଲେ । କିନ୍ତୁ ସଂସାର ଗଢିବା ପୂର୍ବରୁ ହିଁ ଭାଙ୍ଗିଗଲା । ପାଦରୁ ଅଳତା ଛାଡିନି,…
Read More...

ଆଉ ଶୁଣିବାକୁ ମିଳିବନି ‘ନୁକ୍କଡ’ର ସେ ଫେମସ ଡାଏଲଗ, ଆରପାରିରେ ସମୀର ଖାଖର

ମୁମ୍ବାଇ ; ଚିର ନିଦ୍ରାରେ ସମୀର ଖାଖର । ବଲିଉଡର ବର୍ଷିଆନ୍ ଅଭିନେତା ସମୀର ଖାଖରଙ୍କ ପରଲୋକ । ସମୀରଙ୍କ ମୃତ୍ୟୁରେ ପୁଣି ଥରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ୭୧ ବର୍ଷ ବୟସରେ ମୁମ୍ବାଇ ବୋରିଭାଲି ସ୍ଥିତ ଏମ୍ ଏମ୍ ହସ୍ପିଟାଲରେ ସମାରଙ୍କର ଦେହାନ୍ତ ହୋଇଯାଇଛି । ଆଜି ଭୋର ୪.୩୦ ରେ…
Read More...

ମା’ ଭୁଲିଗଲା ମମତା ;ଛୁଆକୁ ଦେଉଥିଲା ସିଗାରେଟ୍ ଚେଙ୍କ

ଯାଜପୁର: ମା’ ଭୁଲିଗଲା ମମତା । ବର୍ବରତାର ସବୁ ସୀମା କଲା ପାର । ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ଶେଷରେ ସେ ହିଁ ପାଲଟିଗଲା ବଇରି ।ମା’କୁ ଭଗବାନଙ୍କ ସହ ତୁଲନା କରାଯାଏ, କିନ୍ତୁ ଯେଉଁ ହାତରେ ନିଜ କଅଁଳ ଶିଶୁକୁ ଗେଲ ବସରରେ ବଢାଇବା କଥା, ସେଇ ହାତରେ ନିଜ ଜନ୍ମ କଲା…
Read More...