ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ଦେହାନ୍ତ, ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ
ମୁମ୍ବାଇ : ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ପରଲୋକ । ୮୮ ବର୍ଷ ବୟସରେ ଜଣାଶୁଣଆ ଏହି ମରାଠୀ ଅଭିନେତାଙ୍କର ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ୨ ଦିନ ପୂବରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ…
Read More...
Read More...