ରସିକିଆ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ସୁନ୍ଦରଗଡ଼ ଡିଇଓ
ସୁନ୍ଦରଗଡ: ରସିକିଆ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ସୁନ୍ଦରଗଡ଼ ଡିଇଓ । ଗୁରୁଣ୍ଡିଆ ବ୍ଲକର ଏକ ସ୍କୁଲର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନ ନିଲମ୍ବିତ । ସଂସ୍କୃତ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ୭ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ…
Read More...
Read More...