Browsing Tag

Sushree

ବିଡ଼ିଓଙ୍କୁ ମାଡ : ଝରିଗାଁ ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣ

ଭୁବନେଶ୍ୱର : ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ବିଡିଓ ସତ୍ୟନାରାୟଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାଲିଆ ପଞ୍ଚାୟତର ସରପଞ୍ଚ ରାଧା…
Read More...

10 ବର୍ଷରେ ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ବିଭାଗର 130 ଯନ୍ତ୍ରୀ

ଭୁବନେଶ୍ୱର: ଜଳସମ୍ପଦ ବିଭାଗରେ ବଢ଼ିବାରେ ଲାଗିଛି ଦୁର୍ନୀତିର ଚେର । ବିଭାଗରେ ଗତ 10 ବର୍ଷ ମଧ୍ୟରେ 130 ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି…
Read More...

ବଜେଟ ଉପସ୍ଥାପିତ ହେଉଛି କିନ୍ତୁ ଅନୁପସ୍ଥିତି ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ : ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାନସଭାରେ ଅନୁପସ୍ଥିତକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବଜେଟ ଉପସ୍ଥାପିତ ହେଉଛି ବିଧାନସଭାରେ ନା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ନା ଅର୍ଥମନ୍ତ୍ରୀ ନା ସଂସଦୀୟ ବ୍ୟାପାର ମନ୍ତ୍ରୀ। ଏସମସ୍ତେ ନିର୍ବାଚନରେ ମାତିଛନ୍ତି ଗୋଟିଏ ନିର୍ବାଚନ…
Read More...

ନନ୍ଦନକାନନ ଚିଡ଼ିଆଖାନାକୁ ଆସିଲେ ନୂଆ ଅତିଥି, 5 ଟି ଶାବକ ଜନ୍ମ ଦେଲା ବିଜିଲି

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ବଂଶ ବୃଦ୍ଧି ପାଇଛି। ଶୀତ ଋତୁରେ  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ମାନଙ୍କ ଭିଡ ଜମୁଥିବ ବେଳେ ନନ୍ଦନକାନନ ପାଇଁ  ସିଂହୀ ବିଜଲୀ ଖୁସିର ବାତାବରଣ ସୃଷ୍ଟିକରିଛି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ…
Read More...

ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଅନୁଉପସ୍ଥିତକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର : ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଉପସ୍ଥିତ ନରହିବାକୁ ନେଇ ବର୍ଷିଲା ବିରୋଧୀ ଦଳ ବିଜେପି। ଖାଲି ସେତିକି ନୁହେଁ ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।…
Read More...

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅପରାହ୍ମରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏଥର ବିନା କଟକଣାରେ ସ୍ବାଭାବିକ ଚାଲିବ ଗୃହ । ନଭେମ୍ବର ୩୦ ଏବଂ…
Read More...

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ରଘୁଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର : ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ…
Read More...

ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ ; ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅମ୍ଲାନ ଯୋଜନା

ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଅମ୍ଲାନ ଯୋଜନା ଆରମ୍ଭ କରିଛନ୍ତି। ଲକ୍ଷ୍ୟ ରଖାଯାଇଥିବା ଗୋଷ୍ଠୀ ମଧ୍ୟରେ ରକ୍ତହୀନତାର ତ୍ୱରିତ ହ୍ରାସ ପାଇଁ ଏହା ଏକ ବହୁମୁଖୀ ଉପାୟ | ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ…
Read More...

ବିଜେପିର ବିଧାୟକ ଦଳ ବୈଠକ ଶେଷ, ବୈଠକ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ବିଧାୟକ ଦଳ ବୈଠକରେ ବିଧାନସଭା ରଣନୀତି ନେଇ ଆଲୋଚନା ହୋଇଛି । ଯେଉଁଥିରେ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି କାରଣରୁ ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ, ମଣ୍ଡି ଅବ୍ୟବସ୍ଥା, କଟଣି ଓ ଛଟଣି ଭଳି ପ୍ରସଙ୍ଗକୁ ବିଜେପି ମୁଖ୍ୟ…
Read More...

କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ଅଗ୍ନିଶମ ବାହିନୀର ୨ଟି ଟିମ୍‌…
Read More...