Browsing Tag

Sushree

ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଶୁଭିଲା ଭୟଙ୍କର ଶବ୍ଦ

ଯାଜପୁର : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଦିନ ୧୧ଟାରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଫଳରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବା…
Read More...

ଭିଜିଲାନ୍ସ ହାତରେ ଧରା ପଡିଲେ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ | ଖବର ଅନୁଯାୟୀ ଘରବାରି ପଟ୍ଟା କରାଇଦେବା ଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୬ହଜାର ଟଙ୍କା…
Read More...

ଖୋଲିବ ନାଗପେଡ଼ି : ଇଡ଼ିରେ ହଜାର ହେଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଅର୍ଚନା ନାଗ ମାମଲା, ଇଡ଼ିରେ ହଜାର ହେଲେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜା । ପୂର୍ବରୁ ଅର୍ଚ୍ଚନା ନାଗ କୁଆଡେ ଶ୍ରଦ୍ଧାଞ୍ଜଳିକୁ ବାଧ୍ୟ କରି ନେତା ମନ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଆଉ ତାଙ୍କୁ ବ୍ଲାକମେଲ କରୁଥିଲା । ଯାହାକୁ ନେଇ ଅର୍ଚ୍ଚନା ନାଁରେ…
Read More...

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ…
Read More...

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

କତାର : କତାରରେ ଫୁଟବଲ ବିଶ୍ୱକପର ମହାକୁମ୍ଭ ଚାଲିଛି | ଫୁଟବଲ କ୍ରିଡାକୁ ଭଲପାଉଥିବା ସବୁ ମଣିଷ ଏହି ଫୁଟବଲ ବିଶ୍ୱକପର ଟିକିନିକି ଖବର ଉପରେ ନଜର ରଖୁଛନ୍ତି । ନିଜ ନିଜ ପସନ୍ଦର ଫୁଟବଲ ଟିମ ଏବଂ ପ୍ଲେୟାରଙ୍କ ପ୍ରଦର୍ଶନ କିପରି ଶ୍ରଷ୍ଠ ହେବ ଫୁଲ ଜୋସର ସହ ଅପେକ୍ଷା କରିବସିଛନ୍ତି ଦର୍ଶକ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର : ଭିସି ଜରିଆରେ ବିଧାୟକ ମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଜେପିର ଜୋରଦାର ବିରୋଧ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ।…
Read More...

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ ; ଭାଗ୍ୟ ପରୀକ୍ଷା କରିବେ ଭୋଟର

ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । 13 ଜଣ ନମାଙ୍କନ ଭାରିଥିବାବେଳେ ଯାଞ୍ଚରେ 2 ଜଣଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଥିବାବେଳେ ଆଜି ଜଣେ ପ୍ରତ୍ୟାହାର କରିଛନ୍ତି । ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇସାରିଥିବା ବେଳେ ନିର୍ବାଚନ ଲାଗି ସମସ୍ତ…
Read More...

ପାରାଦୀପ ଗଡ଼ ସରକାରୀ ଆଇ ଟି ଆଇ କେନ୍ଦ୍ରରେ ନିଯୁକ୍ତି ମେଳା ଅନୁଷ୍ଠିତ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ : ପାରାଦୀପ୍ ଗଡ଼ ସରକାରୀ ଆଇ ଟି ଆଇ କେନ୍ଦ୍ରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି | ଚଳିତ ବର୍ଷ ଏହି ନିଯୁକ୍ତି ମେଳା ରେ ୧୪୦୨ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଏଥି ମଧ୍ୟରୁ ୭୩୯ ନିଯୁକ୍ତି ପାଇଁ ଓ ତାଲିମ ପାଇଁ ୫୪୩ ଜଣ ଙ୍କୁ ଚୟନ କରାଯାଇଛି |…
Read More...

ବିଧାନସଭାରେ ଭିଡିଓ କନଫରେନ୍ସିଂ ଦ୍ୱାରା ବିଧାୟକଙ୍କ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

ଭୁବନେଶ୍ୱର : ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ । ବିଧାୟକ ମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ ବୋଲି ଦାବି କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ…
Read More...

ବିଧାନସଭାରୁ ହଟିଲା କୋଭିଡ କଟକଣା

ଭୁବନେଶ୍ୱର : ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣା ହଟିଲା। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା 24ରୁ ବିଧାନସଭାର ଅଧିବେଶନ ଆରମ୍ଭ। ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। ଲିଖିତ…
Read More...