Browsing Tag

Sushree

କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା, ମିଳିଲା ଆଉ ୨ ମୃତଦେହ

ବାଲିଅନ୍ତା : କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା । ମିଳିଲା ୨ ମୃତଦେହ | ସମସ୍ତ ୪ ମୃତଦେହ ଉଦ୍ଧାର । ଗତକାଲି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧଳାବାହାର ନିକଟ କୁଆଖାଇରେ ୪ ଜଣ ଯୁବକ ଗାଧେଇଲା ବେଳେ ବୁଡି ଯାଇଥିଲେ । ଗତକାଲି…
Read More...

ADR: ୨୦୧୭ରୁ ୨୦୨୨ ଭିତରେ ବିଜେଡିକୁ ବଣ୍ଡ ମାଧ୍ୟମରେ ମିଳିଛି ୬୨୨ କୋଟି

ଭୁବନେଶ୍ୱର : ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦାରେ ବିଜେଡି ୧ ନମ୍ବର | ୨୪ଟି ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦା ନେବାରେ ଆଗୁଆ ରହିଛି ବିଜୁ ଜନତା ଦଳ ବା ବିଜେଡି । ଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ…
Read More...

ଓଜନ ବଢାଇବାକୁ ଚାହିଁଲେ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

ବ୍ୟୁରୋ : ମେଦ ବହୁଳତା ଆଜି ସମୟର ଏକ ସାଧାରଣ ସମସ୍ୟା । ମେଦ ବହୁଳତା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ । ଓଜନ କମ୍ କରିବାକୁ ଲୋକେ ନାନା ଉପାୟ କରିଥାନ୍ତି । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କମ ଓଜନକୁ ନେଇ ଚିନ୍ତିତ । ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ବଢାଇବାକୁ ଚେଷ୍ଟା…
Read More...

ଆର୍ଥିକ ସଙ୍କଟ ଦୂରେଇବାକୁ ହେଲେ ଅଣଦେଖା କରନ୍ତୁନି ଏହିସବୁ ନିୟମ: ଜାଣନ୍ତୁ ବାସ୍ତୁଶାସ୍ତ୍ରର ସରଳ ନିୟମ

ବ୍ୟୁରୋ : ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ବାସ୍ତୁଶାସ୍ତ୍ର ଜୀବନଶୈଳୀ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନେକ ସମସ୍ୟା ସମାଧାନ କରିଥାଏ । ସେଥିପାଇଁ ଲୋକେ ଘର ତିଆରି କରିବା ପୂର୍ବରୁ ବାସ୍ତୁଶାସ୍ତ୍ରର ସବୁ ଦିଗ ପ୍ରତି ଦୃଷ୍ଟି ନେଇ ଘର ତିଆରି…
Read More...

ସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରଜ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ ନିରୂପମା ଦାସଙ୍କ ଝିଅ ସୁମନରାଣୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଅସୁସ୍ଥ

ବ୍ୟୁରୋ : ଅସୁସ୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ପୁଅ | ମୁଖ୍ୟମନ୍ତ୍ରୀଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । କେବଳ ପୁଅ ଦିଲ୍ଲୀପ ନୁହନ୍ତି ଜର୍ଜ ପଟ୍ଟନାୟକଙ୍କ ଝିଅ ରେଖା ମଧ୍ୟ ତାଙ୍କ ପାଖରେ ରହୁଛନ୍ତି ତେବେ ଦୁହେଁ ବର୍ତ୍ତମାନ ଅସୁସ୍ଥ…
Read More...

ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ | ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ | ଏଥିସହ ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ।…
Read More...

ଗାଜର ଜୁସ୍ ସ୍ୱାସ୍ଥ୍ୟ ପାଇଁ ହିତକର

ବ୍ୟୁରୋ : ଗାଜର ଜୁସ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର । ଗାଜରରେ ବିଟା-କ୍ୟାରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଛି ଯାହା କ୍ୟାନସରକୁ ନିୟନ୍ତ୍ରଣ କରିଥାଏ । ଗାଜର ଜୁସ ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଥାଏ । ଗାଜର ଜୁସ ସେବନ ଦ୍ୱାରା ଏହି…
Read More...

ଲେମ୍ବୁ ଚୋପାରୁ ଟେଷ୍ଟି ରେସିପ

ବ୍ୟୁରୋ : ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାରୁ ତିଆରି ଦୁଇଟି ଭଲ ରେସିପି ବିଷୟରେ କହିବାକୁ ଯାଉଛୁ । ସାଧାରଣତଃ ଆମେ ଲେମ୍ବୁକୁ ଚିପୁଡି ସାରିଲା ପରେ ଏହାର ଚୋପାକୁ ଫୋପାଡ଼ି ଦେଇ ଥାଉ । କିନ୍ତୁ ଏହାକୁ ନ ଫୋପାଡ଼ି ଏଥିରେ ଗୋଟିଏ ମଜାଦାର ରେସିପି ତିଆରି କରି ପାରିବେ । ଆସନ୍ତୁ ଜାଣିବା କେମିତି…
Read More...

ଫଙ୍ଗଲ୍ ଇନଫେକ୍ସନ୍ ପାଇଁ ଭଲ ଲେମ୍ବୁ ମଞ୍ଜି

ବ୍ୟୁରୋ : ଆମେ ସାଧାରଣତଃ ଲେମ୍ବୁ ଓ କମଳା ଖାଇବା ବେଳେ ଏହାର ମଞ୍ଜିକୁ ବାହାର କରି ଫିଙ୍ଗି ଦେଇଥାଉ । ହେଲେ ଅ।ପଣ ଜାଣିଛନ୍ତି କି ଲେମ୍ବୁ ଓ କମଳା ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଏହି ମଞ୍ଜିକୁ ଖାଇଲେ ଆପଣ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ତା'…
Read More...