Browsing Tag

Sushree

ରିଲିଜ ହେଲା ଶ୍ରଦ୍ଧା-ରଣବୀରଙ୍କ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାରର ଟ୍ରେଲର

ମୁମ୍ଵାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାରର ଟ୍ରେଲର | ବୋଲ୍ଡ କଣ୍ଟେଣ୍ଟରେ ପରିପୂର୍ଣ୍ଣ ରହିଛି ଏହି ଏହି ଚଳଚିତ୍ର | ନିର୍ଦ୍ଦେଶକ ଲଭ ରଂଜନଙ୍କ ଦ୍ୱାରା ଏହି ନିର୍ଦେଶିତ ଏହି ଚଳଚିତ୍ରର ଟ୍ରେଲର ଆଜି ମୁକ୍ତିଲାଭ କରିଛି | ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ…
Read More...

କଲ୍ୟାଣସିଂହପୁର ଚତୁର୍ଥ ବାଟାଲିୟନ ସି.ଆର୍.ପିଏଫ୍ ପକ୍ଷରୁ ଜନସମ୍ପର୍କ ସିବିର ଅନୁଷ୍ଠିତ

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଠାରେ ଥିବା ଚତୁର୍ଥ ସି.ଆର୍.ପିଏଫ୍ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ସିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଚତୁର୍ଥ ବାଟାଲିୟନ ର ଦିତୀୟ କମାଣ୍ଡେଣ୍ଟ୍ ସଞ୍ଜୟ କୁମାର…
Read More...

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ; ସ୍ଥାନ ପାଇଲେନି ବାବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ…
Read More...

ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌

ନାଚୁଣୀ: ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତହେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି…
Read More...

୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ…
Read More...

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ : ସୁରକ୍ଷା ଦୃଷ୍ଟିରୁ ବିମାନକୁ ପଠାଗଲା ଉଜବେକିସ୍ତାନ

ଗୋଆ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ଏଣୁ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି । ଏହାର କାରଣ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି।…
Read More...

ଓଡିଶା ପୋଲିସ ପାଇଁ ଏକ ଗର୍ବ ଆସିକା ଥାନା , ଦେଶର ଶ୍ରେଷ୍ଠ ଥାନା ଭାବେ ଆୱାର୍ଡ ପାଇଲା ଆସିକା ଥାନା

ଭୁବନେଶ୍ୱର : ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଥିଲା ଓଡିଶାର ଆସିକା ଥାନା | ଏଣୁ ଆଜି ଆଇଆଇସି ଶ୍ରୀ ପି.କେ ସାହୁ, ଆସ୍କା ମଡେଲ୍ PS ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି | ଦେଶର ଶ୍ରେଷ୍ଠ ୩ଟି ପୋଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ…
Read More...

ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ବ୍ୟାସନଗରରେ ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଦୁଇ ଦିନିଆ ଏହି ଶିଖର ସମ୍ମିଳନୀରେ ୧୬ଟି ଦେଶରୁ ବହୁ ସଂଖ୍ୟାରେ ପ୍ରତିନିଧୀ ଏବଂ ସେମାନଙ୍କ ହସ୍ତଶିଳ୍ପ ପ୍ରଦର୍ଶନ କରୁଥିବା ବହୁ ପ୍ରଦର୍ଶକଙ୍କ ଅଂଶଗ୍ରହଣ…
Read More...

ଆଇନ ପରୀକ୍ଷା ପାଇଁ ଫର୍ମ ଫିଲପ କଲେ ଅର୍ଚନା ନାଗ

ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ଦେବେ ଆଇନ ପରୀକ୍ଷା ବା ଲ’ ପରୀକ୍ଷା । ଏନେଇ ତାଙ୍କ ଓକିଲ କୋର୍ଟଙ୍କୁ ଅନୁମତି ମାଗିଛନ୍ତି । ଏନେଇ ଜେଲ ଭିତରେ ଫର୍ମ ଫିଲପ ମଧ୍ୟ କରିଛନ୍ତି ଅର୍ଚନା | ଜେଲ୍‌ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର…
Read More...

କଳିଙ୍ଗରେ ଭାରତର ବିଜୟ : ପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗରେ ଭାରତର ବିଜୟ | ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥଇବା ବେଳେ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ…
Read More...