Browsing Tag

Sushree Sangita Pradhan

୩୧ତାରିଖରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ; ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ:…

ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା। ଏବେ ଦିଲ୍ଲୀରେ ହେବାକୁ ଯାଉଛି। ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ଆର ଅର୍ଥାତ ଆସନ୍ତା ୩୧ତାରିଖରେ ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ…
Read More...

ଆଇପିଏଲରେ ନିଜ କମାଲ ଦେଖାଉଛନ୍ତି ରିଙ୍କୁ ସିଂ

ଉତ୍ତରପ୍ରଦେଶ: କ୍ରିକେଟର ରିଙ୍କୁ ସିଂ । ଉତ୍ତରପ୍ରଦେଶ ଅଲିଗଡର ଗୋଟିଏ ଗରିବ ପରିବାରରରୁ ଆସିଥବା ଏହି ଯୁବକ ଏବେ ଆଇପିଏଲରେ ଦେଖଅଉଛନ୍ତି ନିଜର କମାଲ । ଅନେକ ଘାତ ପ୍ରତିଘାତ ପରେ କ୍ରିକେଟର ହୋଇଛନ୍ତି ରିଙ୍କୁ । ସେ ଏଥର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ କରୁଛନ୍ତି ଚମକପ୍ରଦ…
Read More...

ମାନସ, ଶର୍ମିଷ୍ଠା ଓ ମେମୋରି ଚିପ୍

ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଚଂ ହାତରେ ଲାଗୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ହେଲେ ହତ୍ୟାର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଚଂ ହାତରେ ଲାଗିପାରିନି । ଯେଉଁଥିପାଇଁ ହତ୍ୟା ଉପରୁ ଉଠିପାରୁନି ପରଦା । ଚାନ୍ଦବାଲିରୁ .ଭୁବନେଶ୍ୱର ଏବଂ ନୟାଗଡକୁ…
Read More...

କେଜ୍ରିୱାଲ ହୋଇପାରନ୍ତି ପ୍ରଧାନ ମନ୍ତ୍ରୀ!

ନୂଆଦିଲ୍ଲୀ: ଆଜି ୫ ରାଜ୍ୟରେ ଚାଲିଛି ଭୋଟ ଗଣତି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଆଗୁଆ ଚାଲିଛି । ଏଥିରୁ ଯାହା ଜଣା ପଡୁଛି ସେଠରେ ଏଏପି ଦଳ ସରକାର ଗଠନ ଏକ ପ୍ରକାର ନିଶ୍ଚିତ । ଏହି ସମୟରେ ଚଳଞ୍ଚଳ ହୋଇଉଠିଛନ୍ତ ସେଠାକାର ନେତା ଓ କର୍ମୀ । ଏହି ସମୟରେ ଦଳର ଜଣେ ନେତା ରାଘଭ ଚଡ୍ଡା…
Read More...

ମହିଳା ଜଣଙ୍କୁ ସମ୍ମାନ ଜଣାଇଲା ମା’ କୁକୁର : ଭାଇରଲ ହେଲା ଭିଡିଓ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମାଆ। ସେ ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ ମା ସର୍ବଦା ମା । ମା ର ସ୍ଥାନ କେହି ନେଇ ପାରିବେନି। ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି କୁକୁର ଛୁଆକୁ କ୍ଷୀର…
Read More...

୧୪ ତାରିଖରେ ପ୍ରକାଶ ପାଇବ ପୌର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ସରିଯାଇଛି । ଏବେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କର ଯୋରଦାର ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି । ଏହା ସହ ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ…
Read More...

୩୦ ବର୍ଷର କ୍ଷତି ସହୁଛି ଋଷ

ୱାସିଂଟନ : ଋଷ ୩୦ ବର୍ଷ ମଧ୍ୟରେ କୌଣଷି ରାଷ୍ଟ୍ର ଉପରେ ଏପରି ଭୟଙ୍କର ଆକ୍ରମଣ କେବେ କରି ନ ଥିଲା । ୧୯୯୧ରୁ ସୋଭିଏତ ସଂଗଠନରୁ ୟୁକ୍ରେନ ଅଲଗା ହେବା ପରଠାରୁ ଋଷ ସହ ବିବାଦ ଲାଗି ରହିଛି । ଏହା ସହ ୟୁକ୍ରେନ ଯେବେଠୁ ନାଟୋରେ ସାମିଲ ହେବା କଥା ଉଠାଇଲା ସେବେଠୁ ଏହି ବିବାଦ ଉଗ୍ର ରୂପ ନେଇଛି ।…
Read More...

ଶେଷରେ ଋଷ ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ସୁମି : ଆଜିକୁ ପ୍ରାୟ ୧୩ ଦିନ ପୂରିଲା ଋଷ-ୟୁକ୍ରେନ ଯୁଦ୍ଧ । ବହୁକ୍ଷତି ସହି ପରିଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ । ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ର ଋଷର ସେନା ଆଗରେ ଆଉ ତିଷ୍ଠିବାର ଆଶା ନ ଥିବା ଜାଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି । ନାଟୋର…
Read More...

ପୋଷା ସାପର ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସାପ ଏକ ବିଶାକ୍ତ ଜନ୍ତୁ । ଯାହାକୁ ଦେଖିବା ମାତ୍ରେ ସମସ୍ତେ ଭୟ କରିଥାନ୍ତ । ଆପଣ ମାନେ ସାପକୁ କେବଳ ବଣ ଜଙ୍ଗଲରେ ବା କୌଣସି ସର୍କସରେ ଦେଖିଥିବେ । କିନ୍ତୁ ଏହା ଛଡା କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଘରେ ଯେପରି କୁକୁର ବା ବିଲେଇକୁ ପୋଷା କରି ରଖିଥାନ୍ତି ସେହିପରି…
Read More...

ପୁରୀରେ ବିମାନବନ୍ଦର ବୁଲି ଦେଖିଲେ ଅଥରିଟି ଅଫ ଇଣ୍ତିଆର ୭ ଜଣିଆ ଟିମ୍

ପୁରି/ଜୟନ୍ତ କୁମାର ସେଠି; ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସିଥିଲେ । ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ…
Read More...