Browsing Tag

Supreme Court

କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଦିଲ୍ଲୀ ସରକାରଙ୍କ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ମାମଲାରେ ଦିଲ୍ଲୀ ସରକାରଙ୍କୁ ବଡ଼ ବିଜୟ ମିଳିଛି । ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର । ପିଟିସନର…
Read More...

ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା କାଲି ହେବ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାଲି ହେବ ସମଲିଙ୍ଗୀ ସମ୍ପର୍କକୁ ନେଇ ଶୁଣାଣି । ସମଲିଙ୍ଗୀ ବିବାହ କୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଆସନ୍ତା କାଲି ଶୁଣାଣି ହେବ । କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କୁ ମୋଦୀ ସରକାର ଏହି…
Read More...

ସରି କହି କ୍ଷମା ମାଗିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଜନ୍ଦ୍ରଚୁଡ

କ୍ଷମା ମାଗିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଜନ୍ଦ୍ରଚୁଡ । କୋର୍ଟରେ ପହଞ୍ଚିବାରେ ବିଳମ୍ବ ହେବାରୁ ମାଗିଛନ୍ତି କ୍ଷମା । ‘ସରି ମୋତେ ପହଞ୍ଚିବାରେ ବିଳମ୍ବ ହୋଇଗଲା’ କହି ମାଗିଛନ୍ତି କ୍ଷମା । କୋର୍ଟକୁ ପହଞ୍ଚିବାକୁ ମାତ୍ର ୧୦ ମିନିଟ୍ ବିଳମ୍ବ ହୋଇଯିବାରୁ ଏମିତି କହି…
Read More...

ଏପ୍ରିଲ ୧୮ରେ ସମଲିଙ୍ଗୀ ବିବାହ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣିହେବ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି…
Read More...

ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନାହିଁ; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନଜୀବୀଙ୍କ ଆନ୍ଦୋଳନରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋନର ସମୟରେ ଆଇନଜୀବୀଙ୍କ ଆଚରଣ ତରିକାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ଆଜି ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ଓକିଲମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ଅନାବଶ୍ୟକ ବୋଲି…
Read More...

ସୁପ୍ରିମକୋର୍ଟ: ଆନ୍ଦୋଳନରୁ ନ ଓହରିଲେ ବାତିଲ ହେବ ଆଇନଜୀବୀଙ୍କ ଲାଇସେନ୍ସ

ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋନ ବିରୋଧରେ କଠୋର ହେଲେ ସୁପ୍ରିମ କୋର୍ଟ ।ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ…
Read More...

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଦଣ୍ଡ ଭେଗୁଥିବା ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟୟଳୟ । ୩୩ ବର୍ଷ ହେବ କାରାଗାର ଭିତରେ ରହିଥିବା ଅପରାଧୀଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…
Read More...

ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ସଡକ ସୁରକ୍ଷା ଏବଂ ଦୁର୍ଘଟଣା ହେଉଥିବା ମୃତ୍ୟୁ ହାର କମ୍ କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଦକ୍ଷେପ ନିଆଯାଇଛି । ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ,ସ୍ୱାସ୍ଥ ଏବଂ ପରିବାର କଲ୍ୟାଣ…
Read More...

ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ରୋଜଗାର କରିବା ବାଧ୍ୟତା ମୂଳକ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ମିଳିଛି । ଡ଼ିଭୋର୍ସ ନେଉଥିବା ପୁରୁଷ ମାନଙ୍କୁ ଏବେ ରୋଜଗାର କରିବା ବାଧ୍ୟତା ମୂଳକ । ସ୍ତ୍ରୀ ଏବଂ ପିଲାଛୁଆଙ୍କ ଭରଣ ପୋଷଣ ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା ନିହାତି ଆବଶ୍ୟକ । ଏପରିକି ଚାକିରି ନଥିଲେ ମଧ୍ୟ ଶାରୀରିକ…
Read More...

ଗୋଟିଏ ମାସରେ ୮୪୫ ମାମଲାର ସମାଧାନ ହୋଇଛି ସୁପ୍ରିମ କୋର୍ଟରେ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହଜାର ହଜାର ମାମଲା ପଡିରହିଛି । ହେଲେ ଏଇ ଗତ ମାସର ଶେଷ ପର୍ଯ୍ୟନ୍ତ ୮୪୯ ମାମଲାର ସମାଧାନ ହୋଇସାରିଛି । ଏହି ତଥ୍ୟ କୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟରୁ ହିଁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅଗଷ୍ଟମାସର ଶେଷ ସୁଦ୍ଧା ୭୦,୩୧୦ଟି ମାମଲା…
Read More...