Browsing Tag

Supreme Court

୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ କରିଛନ୍ତି ସର୍ବେଚ୍ଚ ଅଦାଲତ

ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ଅନ୍ତରୀଣ ଜାମିନ ଅବଧି ଆଉ ୭ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମଙ୍ଗଳବାର ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ କୋର୍ଟ। ସ୍ୱାସ୍ଥ୍ୟଗତ…
Read More...

କେଜ୍ରିୱାଲଙ୍କ ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା  । ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ  । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ୭ ଦିନ ଜାମିନ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଆବେଦନ କରିଥିଲେ ।  ଏନେଇ ଆଜି ସୁପ୍ରିମକୋର୍ଟଙ୍କ …
Read More...

ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ୟ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ତା ପରଦିନ ଅର୍ଥାତ ଜୁନ ୨ ରେ ପୁଣି ଥରେ ସରେଣ୍ଡର କରିବାକୁ ପଡିବ । ଇଡି କୋର୍ଟ…
Read More...

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମ କୋର୍ଟ

କଟକ: କଟକ ବାରବାଟୀ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି । ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମ କୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ…
Read More...

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି ସୁପ୍ରିମକୋର୍ଟ

ଭୁବନେଶ୍ଵର: ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ସାମୟିକ ଆଶ୍ୱସ୍ତି । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ(ଓଆରଏଚଡିସି) ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି ମିଳିଛି। ପରବର୍ତ୍ତୀ ଶୁଣାଣି…
Read More...

ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୧୮ରେ ସୁପ୍ରିମ କୋର୍ଟ ସାରା ଦେଶରେ ବାଣଫୁଟାଇବାକୁ ବ୍ୟାନ କରାଯାଇଥିଲା । ଏବେ ମଧ୍ୟ ଯାରି ରହିଛି ସେହି ନିଷ୍ପତ୍ତି । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣକୁ ଅନୁମତି…
Read More...

ସୁପ୍ରିମକୋର୍ଟରେ ପହଞ୍ଚିଛି ହରିୟାଣା ଗୋଷ୍ଠୀ ସଙ୍ଘର୍ଷ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ଓ ନୁହରେ ହିଂସା ଜାରି ରହିଛି। ହରିୟାଣା ଗୋଷ୍ଠୀ ସଙ୍ଘର୍ଷ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦ୍ୱାରା ଘୋଷିତ ରାଲି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଜରୁରୀ ଆବେଦନ କରାଯାଇଛି। ତୁରନ୍ତ ଏନେଇ…
Read More...

ବିଜେପି ଶାସିତ ରାଜ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଆଜି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ବିଜେପି ଶାସିତ ରାଜ୍ୟ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାରେ କେନ୍ଦ୍ର ସରକାର ବିଫଳ ହେଉଥିବାରୁ ଏହାକୁ ନେଇ ସୁପ୍ରିମ କୋର୍ଟ ଭର୍ତ୍ସନା କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟ…
Read More...

RRTS ପ୍ରକଳ୍ପ ପାଇଁ ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦ୍ୱିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଅଲୱାର ଓ ପାନିପତ ଆରଆରଟିଏସ କରିଡର ପାଇଁ ୪୧୫ କୋଟି ଟଙ୍କା ତୁରନ୍ତ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ…
Read More...

ରାହୁଲଙ୍କ ଭାଗ୍ୟ ପରୀକ୍ଷା: ମାନହାନୀ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ଏହି ମାମଲାର ଶୁଣାଣି କରିବେ । ମୋଦୀ ସାଙ୍ଗିଆ ମାନହାନୀ…
Read More...