Browsing Tag

Sundargarh

ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା, ଜେଲ ଗଲେ ମଧୁମିତା ସିଂ

ସମ୍ବଲପୁର: ଜେଲ୍‌ ଗଲେ ନିଲମ୍ବିତ ଜାମଦା ତହସିଲଦାର ମଧୁସ୍ମିତା ସିଂ । ସମ୍ବଲପୁର ଓପିଆଇଡି କୋର୍ଟରେ ହାଜର ପରେ ଜେଲ୍‌ ଗଲେ ମଧୁସ୍ମିତା । ମହିଳା ବନ୍ଦୀଙ୍କ ପାଇଁ ନିର୍ମିତ ନାରୀ ବନ୍ଦୀ ନିକେତନ ଜେଲ୍‌କୁ ଗଲେ ମଧୁସ୍ମିତା ସିଂ । ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜାମଦା ତହସିଲଦାର ମଧୁସ୍ମିତା…
Read More...

ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା, ମୟୂରଭଞ୍ଜ ଜାମଦାର ତହସିଲଦାର ମଧୁସ୍ମିତା ସିଂ ଗିରଫ

ସୁନ୍ଦରଗଡ: ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ । ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ । ମଧୁସ୍ମିତାଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ମଧୁସ୍ମିତାଙ୍କୁ ଗିରଫ କରିଛି EOW । ପୂର୍ବରୁ ବେଲପାହାଡ଼ NAC…
Read More...

ବେଲପାହାଡ଼ ପୌର ପରିଷଦରେ ଟଙ୍କା ହେରଫେର ମାମଲା: ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ

ସୁନ୍ଦରଗଡ: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ । ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଅଛନ୍ତି…
Read More...

ରସିକିଆ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ସୁନ୍ଦରଗଡ଼ ଡିଇଓ

ସୁନ୍ଦରଗଡ: ରସିକିଆ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ସୁନ୍ଦରଗଡ଼ ଡିଇଓ । ଗୁରୁଣ୍ଡିଆ ବ୍ଲକର ଏକ ସ୍କୁଲର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନ ନିଲମ୍ବିତ । ସଂସ୍କୃତ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ୭ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ…
Read More...

ଜ୍ୱର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍‌ ଲେଖିଦେଲେ ଡାକ୍ତର

ବଣାଇଁ:- ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା। ଜ୍ୱର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍‌ ଲେଖିଦେଲେ ଡାକ୍ତର । ଏହି ଘଟଣା ପରେ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ। ସୂଚନା ଅନୁସାରେ, ଗୁରୁବାର ସକାଳେ…
Read More...

ସୁନ୍ଦରଗଡ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ମାଓ ଇନଫର୍ମର ଜର୍ଜ ମୁଣ୍ଡାକୁ ଗିରଫ

ସୁନ୍ଦରଗଡ-: ଗତ ମାସରେ ସୁନ୍ଦରଗଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିରୁ ବିସ୍ଫୋରକ ଭର୍ତି ଏକ ଟ୍ରକ୍ ଲୁଟ କରାଯାଇଥିଲା । ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଭିଯୁକ୍ତର ଘର‌ ବାଙ୍କୋ କେ ବଲାଙ୍ଗ ଥାନା ଅଞ୍ଚଳରେ । ଯେ କି ଏହି ଘଟଣାରେ…
Read More...

ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଜଣେ ଯବାନ ସହିଦ

ରାଉରକେଲା-: ସୁନ୍ଦରଗଡ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି । ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣକ ଉତ୍ତରପ୍ରଦେଶର ସତ୍ୟବାନ୍ ସିଂ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ…
Read More...

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି

ସୁନ୍ଦରଗଡ଼-: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକ ତଥା ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ପଥର ଖଣି ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ ସେ କାହାଠାରୁ ଲାଇସେନ୍ସ…
Read More...

ପାରିବାରିକ କଳହ ସମାଧାନ କରିବାକୁଯାଇ ଛୁରା ମାଡ଼ ଖାଇଲେ ପୋଲିସ କର୍ମଚାରୀ

ସୁନ୍ଦରଗଡ଼-: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ଟେନସା ସି ବ୍ଲକରେ ପାରିବାରିକ କଳହ ସମାଧାନ କରିବାକୁ ଯାଇଥିବା ବେଳେ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ଛୁରା ମାଡ଼ । ଆହତ ଦୁଇଜଣ ପୋଲିସ କନଷ୍ଟେବଳଙ୍କୁ ତୁରନ୍ତ ଟେନସା ହସ୍ପିଟାଲକୁ ପଠାଯାଇଥିଲା, ସେଠାରେ ଜଣଙ୍କ ଅବସ୍ଥା ଗୁରୁତର…
Read More...

ସୁଟ୍କେସ୍ରେ ଶବ

ସୁଟ୍କେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ପର୍ଯ୍ୟନ୍ତ ଲିଙ୍କ୍ ଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି । ମୁମ୍ବାଇ କୁର୍ଲାରେ ଗତ ରବିବାର ଦିନ ସୁଟ୍କେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଉଭୟ ମୃତ ଯୁବତୀ ଏବଂ…
Read More...