Browsing Tag

summer

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

ଦେଶ ଓ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଓଗଊ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଯାହା ୧୬ ତାରିଖ ରାତିରେ ଏକ ନୂତନ କିନ୍ତୁ ଦୁର୍ବଳ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳ ନିକଟକୁ ଆସିବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ,…
Read More...

ଏପ୍ରିଲ ଆରମ୍ଭରୁ ଡରେଇଲାଣି ତାତି

ଡରେଇଲାଣି ତାତି । ଏପ୍ରିଲ ଆରମ୍ଭରୁ ଉପକୂଳରୁ ପଶ୍ଚିମ, ଉତ୍ତରରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଟାଇଁଟାଇଁ ଖରା । ଦୁଇ ଦିନ ଭିତରେ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି । ଦିନ ୧୧ ରୁ ପଦାକୁ ବାହାରିବା କଷ୍ଟ କର ହେଇ ପଡ଼ୁଚି । ଏବେଠୁ ଅସହ୍ୟ ଖରା କଲବଲ କଲାଣି । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ…
Read More...

ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥିବାବେଳେ ବର୍ଷିପାରେ ବର୍ଷା ।

ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୩ ଦିନ ମଧ୍ୟରେ ବର୍ଷା ଘଡଘଡି ସାଙ୍ଗକୁ ବିଜୁଳି ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ପଡିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
Read More...

ରାଜଧାନୀରେ ବଢ଼ୁଛି ଟଙ୍କ ତୋରାଣିର ଚାହିଦା

ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ସହ ଗରମ ବଢ଼ୁଥିବା ବେଳେ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି…
Read More...

ହିମାଚଳରେ ଜଳବାୟୁ ପରିବର୍ତ୍ତନକୁ ନେଇ ଆସିଲା ସାଂଘାତିକ ଚିତ୍ର; ଗ୍ରୀଷ୍ମରେ ଅଧିକ ତୁଷାରପାତ

ନୂଆଦିଲ୍ଲୀ: ଶୀତ ଦିନ ପରିବର୍ତ୍ତେ ଖରା ଦିନେ ହେଉଛି ଅଧିକ ତୁଷାରପାତ । ଘଟଣାଟି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି । ଏହାର କୁପ୍ରଭାବ ମନୁଷ୍ୟ ଏବଂ…
Read More...

ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ଛୁଟି ଘେଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରିଷ୍ମ ପ୍ରବାହ । ତାତି ସାଙ୍ଗକୁ ଗୁରୁଗୁଳିରେ ଛଟପଟ ହେଉଛି ଓଡିଶା । ଗ୍ରିଷ୍ମ ପ୍ରବାହକୁଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଜି ଓ କାଲି ଦୁଇଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ…
Read More...

ଏପ୍ରିଲ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି

ଭୁ‌ବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ…
Read More...

କଲବଲ କରୁଛି ତାତି, ଭୁବନେଶ୍ୱରରେ ଦିନ ୨ଟା ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ଖରାର ଜ୍ୱାଳାରେ ଜଳୁଛି ଓଡିଶା । ଗତ କିଛିଦିନ କଲବଲ କରୁଛି ତାତି । ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ।…
Read More...

ଚଳିତ ବର୍ଷ କମ୍ ରହିବ ଗ୍ରୀଷ୍ମର ପ୍ରଭାବ

ଭୁବନେଶ୍ୱର: ଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଋତୁରେ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏତେଟା ଗରମ ଅନୁଭୂତ ହେବନି । ଉପକୁଳ ଓଡିଶା ସହିତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ବୋଲି ପାଣିପାଗ…
Read More...