Browsing Tag

sujit dhala

୩୦ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ଵର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ବିଭାଗୀୟ ସଚିବ ଓ ଜିଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ କ୍ରମଚାଲିବ। ସେଥିପାଇଁ…
Read More...

ଜୁନ ୧୩ ତାରିଖ ଠାରୁ ଲୋକସେବା ଭବନରେ ପ୍ରବେଶ କରିପାରିବେ ସାମ୍ବାଦିକ

ଭୁବନେଶ୍ୱର: ସାମ୍ବାଦିଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଆସନ୍ତା ଜୁନ୍ ୧୩ ତାରିଖରୁ ଲୋକସେବା ଭବନରେ ପ୍ରବେଶ କରିପାରିବେ ସାମ୍ବାଦିକ । ତେବେ ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ ବୋଲି କୁହାଯାଉଛି । ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ…
Read More...

ଦୁର୍ଘଟଣା : ଦୁଇଟି ବାଇକକୁ ଧକା ଦେଲା ଦୁଇଟି କାର

ଭୁବନେଶ୍ୱର : ୟୁନିଟ ୮ ଜଳେଶ୍ଵର ମନ୍ଦିର ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଦୁଇଟି ବାଇକକୁ ଧକା ଦେଲା ଦୁଇଟି କାର | ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି | ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି | ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସର…
Read More...

ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମ୍‌କୋର୍ଟରେ ହେଲା ମାମଲା

କୋଟା: ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମ୍‌କୋର୍ଟରେ ମାମଲା | ନିଟ୍ ପରୀକ୍ଷା ଆଉ ଥରେ କରାଇବା କିମ୍ବା ଗ୍ରେସ୍‌ ମାର୍କ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବି କରି ମୋସନ ଏଜୁକେସନର ପ୍ରତିଷ୍ଠାତା ଓ ସିଇଓ ନୀତୀନ ବିଜୟଙ୍କ ମାଧ୍ୟମରେ ଦେଶର ୨୦ ହଜାର ଛାତ୍ରଛାତ୍ରୀ ସୁପ୍ରିମ୍‌କୋର୍ଟରେ ଏକ…
Read More...

୧୨ ତାରିଖ ଅପରାହ୍ନ ୪ ଟା ୪୫ ମିନିଟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର : ୧୨ ତାରିଖ ଅପରାହ୍ନ ୪ ଟା ୪୫ ମିନିଟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ । ଜନତା ମଇଦାନରେ ନେବେ ଶପଥ ପାଠ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ତାରିଖ ଦିନ ୨ ଟା ୧୦ ମିନିଟରେ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ…
Read More...

ପିଏମ୍ କିସାନ ଯୋଜନା ଫାଇଲରେ ମୋଦିଙ୍କ ପ୍ରଥମ ଦସ୍ତଖତ

ନୂଆଦିଲ୍ଲୀ : ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚୌକିରେ ବସିବାର ପ୍ରଥମ ଦିନରୁ କାମ ଆରମ୍ଭ କରିଦେଲେ ମୋଦି । ଶପଥ ନେବା ପରେ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି । ଆଉ ସେ ଦସ୍ତଖତ ହେଉଛି ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା (PM Kisan Scheme) ପାଇଁ ।…
Read More...

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ…
Read More...

ତୀର୍ଥଯାତ୍ରୀ ବସ ଉପରେ ଆତଙ୍କୀ ଆକ୍ରମଣ ; ୧୦ ମୃତ, ୩୩ ଗୁରୁତର

ଶ୍ରୀନଗର : ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗତ କିଛି ବର୍ଷ ପୂର୍ବେ ଅମରନାଥ ଯାତ୍ରା…
Read More...