Browsing Tag

suicide

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର (ଟୁକୁନା ଖୁରା ) :- ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ। ଗତକାଲି ରାତିରୁ ଯୁବକ ଜଣଙ୍କ କୁଆଡେ ଚାଲିଯାଇଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଆଜି ସକାଳେ ମହୁଲ ଗଛରୁ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଏଭଳି ଅଭାବନୀୟ…
Read More...

ବ୍ଲାକ୍‌ମେଲିଂର ଶିକାର ହୋଇ ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର( ଅଜିତ କୁମାର ସାହୁ) :-ଟ୍ରେଡିଂ ଆଣ୍ଡ ଗେମିଙ୍ଗ ର ଫେକ୍ ଆକାଉଣ୍ଟ ନେଲା ଜୀବନ । ଶେଷରେ ଦୁଇଟି ଚିଠି ଲେଖି ଜୀବନ ହାରିଲେ ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁ ସୌମିତ୍ର ନନ୍ଦୀ । ସାଙ୍ଗମାନେ ଟ୍ରେଡିଂ ଓ ଗେମିଙ୍ଗ ରେ ଉକ୍ତ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ଖେଳୁଥିଲେ ।…
Read More...

ରାଜଧାନୀରେ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

(ସରୋଜ ରାଉତ/ରିପୋଟର୍ସ ଟୁଡେ): ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ଘଟଣାର ଛାନଭିନ ଚଳାଇଛି । ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ଥାନା କେଉଟ ସାହିରେ ଘଟିଛି । ଉଭୟ ଦମ୍ପତି ୩ ମାସ ତଳେ…
Read More...

ବାହାର ରାଜ୍ୟରେ ଜୀବନ ହାରିଲେ ଓଡିଆ ଯୁବକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ହେଲା କାଳ । ଲକଡାଉନ ସମୟରେ ଘରକୁ ନ ଫେରି ପାରିବାରୁ ଜଣେ ଓଡିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁର । ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ…
Read More...

ପ୍ରେମ ପାଇଁ ଯୁବତୀଙ୍କ ଆତ୍ମହତ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ହେଲେ ସସ୍ମିତା ରେଡି(୨୫) । ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ…
Read More...

ଅପର୍ଟମେଣ୍ଟ ଭିତରେ ମାଉସୀ ଓ ପୁତୁରାଙ୍କ ଆତ୍ମହତ୍ୟା

(ଆଦର୍ଶ ରାଉତ ): ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରୁ ଏକ ଅର୍ଦ୍ଧ ନିର୍ମିତ ଅପର୍ଟମେଣ୍ଟରୁ ଉଦ୍ଧର ହୋଇଛି ଦୁଇ ମୃତଦେହ । ମୃତ ମହିଳାଙ୍କ ନାମହେଲା ଜୋଷ୍ନା ମହାଲି ଓ  ଯୁବକଙ୍କ ନାମ ହେଲା ଉମେଶ ମହାକି । ଖବର ଅନୁଯାୟୀ ମୟୁରଭଞ୍ଜ ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀ ଏକ ମାସ ତଳୁ ଆସି…
Read More...