Browsing Tag

SUDESNA JANA

ବାହୁଡା ଯାତ୍ରାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ , ତିନି ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ବର : ଗତ କାଲି ବାହୁଡା଼ ଯାତ୍ରା ସମୟରେ ଘଟିଥିଲା ଅଘଟଣ । କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ପ୍ରକାଶ କରିବା ସହ…
Read More...

ଉତ୍କଳୀୟ କାରୁକାର୍ଯ୍ୟ ସହ ଶଙ୍ଖ, ଚକ୍ର,ଗଦାରେ ଶୋଭାପାଉଛି ଶ୍ରୀମନ୍ଦିରର ସିଂହଦ୍ୱାର

ପୁରୀ: ରୂପାରେ ଝଲସୁଛି ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନ କରିଛନ୍ତି । ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର…
Read More...

ଶ୍ରୀମନ୍ଦିରର ଯାଞ୍ଚକରିଛନ୍ତି ASI ଡିଜି

ପୁରୀ: ଶ୍ରୀମନ୍ଦିର ପରିଦର୍ଶନରେ ଆସିଛନ୍ତି ଏଏସଆଇ ଡିଜି ପ୍ରଫେସର କିଶୋର ବାସା । ଶ୍ରୀମନ୍ଦିର ଜଗମୋହନ ନାଟମଣ୍ଡପ ଓ ଗର୍ଭଗୃହର ଅନୁଧ୍ୟାନ କରିବେ । ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ସଂରକ୍ଷଣରେ କୌଣସି ଅସୁବିଧା ହେବ ନାହିଁ କହିଛନ୍ତି ଏଏସଆଇ ଡିଜି ।…
Read More...

ତ୍ରିପୁରା ରଥଯାତ୍ରା ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ ବାହୁଡା ଯାତ୍ରା ମସୟରେ ହୋଇଥିଲା ଏକ ଦୁଖଦ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହଛନ୍ତି ଯେ,…
Read More...

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ସମ୍ବଦ୍ଧିର୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱେର : ରାଜ୍ୟରେ ୬୦ଟି ପଞ୍ଚାୟତ Panchayat Learning Center ଖୋଲାଯିବ, ୭୦ଟି  ଅନୁସୂଚିତ ବ୍ଲକରେ Satellite  Interactive Terminal ସ୍ଥାପନ କରାଯିବ ବିକାଶର ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରରେ…
Read More...

ବବି ଦାସଙ୍କ ଜନ୍ମଦିନ ପାଳନ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ

ବିଷମ କଟକ:ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଠାରେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ୫୦ ତମ ଜନ୍ମଦିନ ସ୍ଥାନୀୟ ଡୁକୁମ ରୋଡ଼ ଠାରେ ପାଳନ କରାଯାଇଛି। ଏହି ଅବସରରେ ବିଷମ କଟକ ବିଜୁ ଜନତା ଦଳ ବ୍ଲକ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ…
Read More...

କେନ୍ଦୁଝର ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଗତ ରାତିରେ କେନ୍ଦୁଝର ଜିଲ୍ଲାର ଷଠିଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ…
Read More...

ରଥ ଡ୍ୟୁଟି କରିବା ପାଇଁ ବାଇକ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଦୁର୍ଘଟଣା

ପୁରୀ : ଦୁର୍ଘଟଣାରେ ପୋଲିସ କର୍ମଚାରୀ ଆହତ । ଆହତ ଦୁଇ ପୋଲିସ କର୍ମଚାରୀ ପୁରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ରଥ ଡ୍ୟୁଟି କରିବା ପାଇଁ ବାଇକ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟ ମଙ୍ଗଳା ଠାରେ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ବାଇକରେ ବୁଲା କୁକୁର ପିଟି ହୋଇ…
Read More...

ଘାଟିରେ ଓଲଟିଲା ପିକଅପ୍ ଭ୍ୟାନ : ୨ମୃତ ୧୧ ଆହତ

ଧର୍ମଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆର.ଉଦୟଗିରି ଚମ୍ପା ଘାଟିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ ।ଫଳରେ ଜଣଙ୍କର ମୃତ୍ୟ ହେବା ସହ ୧୧ ଆହାତ ହୋଇଛନ୍ତି ।ଚିକିତ୍ସା ପାଇଁ ତାଙ୍କୁ ଜୟପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫଳରେ ଦୁର୍ଘଟଣା ଘଟି ୧୧ ଜଣ ଶ୍ରମିକ…
Read More...

ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୮୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଜୁଲାଇ ୩ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିବ ।   www.bseodisha.ac.in ୱେବସାଇଟକୁ ଯାଇ ଆଡମିଟି ଡାଉନଲୋ କରିପାରିବେ ଛାତ୍ରଛାତ୍ରୀ ।
Read More...