Browsing Tag

SUDESNA JANA

ରାଇରଙ୍ଗପୁରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର : ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ…
Read More...

ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି

ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ବାରିପଦା କାର୍ଯ୍ୟାଳୟର ଅମିନ ମାନସ ଦାସ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ…
Read More...

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ

ବିଷମକଟକ: ଗିରଫ ହେଲେ ଦୁଇ ଅଭିଯୁକ୍ତ । ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ ଓ ରାୟଗଡା ଅବକାରୀ ଅଧକ୍ଷ ଅଭିରାମ ବେହେରାଙ୍କ ଅନ୍ୟ ଷ୍ଟାଫଙ୍କ ମିଲିତ ଉଦ୍ୟମରେ ଏହା ସଫଳ ହୋଇଛି । ଧରା ପଡିଥିବା ଅଭିଯୁକ୍ତଙ୍କ ଉପରେ ଚାରିଗୋଟି ମାମଲା ରୁଜୁ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ସୁଷମା କୁଶଲିଆକୁ…
Read More...

ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଭତ୍ତା ସମସ୍ୟା ଦୂର ହେବ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଭତ୍ତା ସମସ୍ୟା ଦୂର ହେବ । ଅବସର ପରେ କର୍ମଚାରୀଙ୍କୁ ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଭତ୍ତା ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ପେନ‌ସନ୍‌‌ ସେଲ୍…
Read More...

ଭିଡିଓ କଲରେ ସମସ୍ୟା ସମାଧାନ କଲେ ମୁଖ୍ୟମନ୍ତ୍ରୀ ; ଛେଣ୍ଡିପଦା CHC ସାମିଲ ହେଲା ଆମ ହସ୍ପିଟାଲରେ

ଅନୁଗୁଳ: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତ କରିଛନ୍ତି । ଅନୁଗୁଳର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଲୋକମାନେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏପରି ଦାବି ଶୁଣି ଦୁଇ ମିନିଟରେ ଦାବି…
Read More...

ଉତ୍ତର ଭାରତରେ ଜଳର ପ୍ରଳୟ ଆସିଛି, ଦିଲ୍ଲୀରୁ କାଶ୍ମୀର ଯାଏ ଜଳମୟ

ଉତ୍ତର ଭାରତରେ ଜଳର ପ୍ରଳୟ ଆସିଛି । ଗତ ଦୁଇ ଦିନର ମୂଷଳାଧାରାରେ ବର୍ଷା ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଆଣିଛି । ପ୍ରକୃତିର କୋପ ଏତେ ଯେ, କେଉଁଠି କାର୍ ଭାସି ଯାଇଛି ତ, ଆଉ କେଉଁଠି ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ,…
Read More...

ପଶ୍ଚିମବଙ୍ଗ ୬୯୭ ପଞ୍ଚାୟତର ବୁଥରେ ସାନି ମତଦାନ ଆରମ୍ଭ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୁଣି ଥରେ ପଞ୍ଚାୟତ ମତଦାନ ଆରମ୍ଭ ହୋଇଛି । ୬୯୭ ବୁଥରେ ସାନି ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ଶେଷ ହେବ ସଂଧ୍ୟ ୫ଟା ଭିତରେ । ମୁର୍ଶୀଦାବାଦର ୧୭୫ଟି ବୁଥରେ, ମାଲଦାର ୧୧୨ ବୁଥରେ, ନଦୀଆର ୮୯ ବୁଥ୍ରେ, ଉତ୍ତର ୨୪…
Read More...

ଶ୍ରାବଣର ପ୍ରଥମ ସୋମବାର , ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରବିବାର ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ ଜମିବାରେ ଲାଗିଥିଲା । ମହାନଦୀ ଓ ଗଡଗଡିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ ଏକାମ୍ର କ୍ଷେତ୍ରରେ ଭିଡ ଜମିବାର ଦେଖିବାକୁ ମିଳିଥିଲା । ଆଜି ସକାଳେ ମନସ୍କାମନା ପୂରଣ ଲାଗି…
Read More...

ଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛି

ବଲାଙ୍ଗିର: ଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛି । ସେ ଆଜି କାନ୍ଦୁଛି । ନିଜର ପୁଅ ବୋହୂର ଅତ୍ୟାଚାର ସହି ନପାରି ପୂରା ଭାଙ୍ଗି ପଡିଛନ୍ତି ଏହି ମା’ଜଣଙ୍କ । ଏହା ଆଜି ନୁହେଁ ଦୀର୍ଘ ୧୦ ବର୍ଷ ହେବ ଅତ୍ୟାଚାର ସହି ଆସୁଛନ୍ତି । ଏବେ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି…
Read More...