Browsing Tag

Subhashree Pattanaik

ଯୁବ ଭୋଟରଙ୍କ ସଂଖ୍ୟା ବଢାଇବାକୁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ

ବ୍ୟୁରୋ: ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ । ସଂଖ୍ୟା ବୃଦ୍ଧି ପାଇଁ କଲେଜ ସ୍ତରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ…
Read More...

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ…
Read More...

ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅପେକ୍ଷା କରିଥିବା ବଙ୍ଗୀୟ ଭକ୍ତ ଅସୁସ୍ଥ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଅପେକ୍ଷା କରିଥିବା ଜଣେ ବଙ୍ଗୀୟ ଭକ୍ତ ଅସୁସ୍ଥ । ସିଂହଦ୍ୱାର ନିକଟରେ ଥିବା ବେରିକେଡରେ ହଠାତ ଅସୁସ୍ଥ ହୋଇ ପଡିଥିଲେ ଭକ୍ତ। ତୁରନ୍ତ ଶ୍ରୀ ମନ୍ଦୀର ପକ୍ଷରୁ ଡ୍ୟୁଟିରେ ଥିବା ପୁଲିସ ବେରିକେଡରେ ତାଙ୍କ ବିଶ୍ରାମର ବ୍ୟବସ୍ଥା କରିଥଲେ । ତାଙ୍କ…
Read More...

ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପାରୀକ୍ଷାଫଳ ପ୍ରକାଶ;୧୩୧୦ ରୁ ୪୩୩ ଜଣ ପାଶ

ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଫର୍ମଫିଲାପ କରିଥିବା ୧୩୧୦ ଜଣ ପିଲାଙ୍କ ମଧ୍ୟରୁ ୪୩୩ ଜଣ ପାସ କରିଛନ୍ତି ।ଯେଉଁ ଛାତ୍ରଛରାତ୍ରୀମାନେ ମ୍ୟାଟ୍ରକ ପରୀକ୍ଷାରେ ଫେଲ ହୋଇଥାନ୍ତି କିମ୍ବା କøଣସି କାରଣରୁ ପରିକ୍ଷା ଦେଇ ପାରିନଥାନ୍ତି ସେମାନେ ଏହି ପରୀକ୍ଷା…
Read More...

ବଢ଼ିଲା ବନ୍ୟା ଭୟ; ତଳିଆ ଅଞ୍ଚଳକୁ ବିପଦ

ଭୁବନେଶ୍ୱର: ବିହାର ଓ ଏହାର ସଂଲଗ୍ନ ଅଞ୍ଚଳରେ ଘର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ଅମୃତସର, ଯମୁନା ନଗର ବରେଲି, ଗୋରଖପୁର, ପାଟଣା, ମାଲଦା ହୋଇ ପୂର୍ବ ଦିଗରେ ମଣିପୁର ଯାଏ ଲମ୍ବିଛି । ବର୍ତ୍ତମାନ ରାଜ୍ୟରେ ମୌସୁମି ନିଷ୍କ୍ରିୟ ରହିଛି । ଏହା…
Read More...

ଚର୍ଚ୍ଚାରେ ବଲିଉଡ ଷ୍ଟାରଙ୍କ ଫ୍ରେଣ୍ଡସିପ

ବ୍ୟୁରୋ : ବଲିଉଡଷ୍ଟାର, ଏମାନେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ଥାଆନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟ ସେମାନଙ୍କୁ ଚର୍ଚ୍ଚାକୁ ଟାଣି ଆଣିଥାଏ । ତେବେ ଆଜି ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ…
Read More...

OSSC ପ୍ରଶ୍ନପତ୍ରଲିକ ମାମଲାରେ ପୁଣି ୮ ଗିରଫ

ଭୂବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲାରେ ପୁଣି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ଜଣ ଦଲାଲଙ୍କୁ ଗିରଫ କରିଛି ।ଏହି ପ୍ରଶ୍ନପତ୍ର ଲିକ ମାମଲାରେ ଏ ଯାଏଁ ୨୫ ଜଣକୁ ପୋଲିସ ଗିରଫ କରି ସାରିଲାଣି । ପ୍ରଶ୍ନପତ୍ର ଲିକ ମାମଲାର ଆହୁରି…
Read More...

ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

ବ୍ୟରୋ : ଯଦି କେଉଁ ଖେଳାଳି ଭାରତିୟ କ୍ରିକେଟ ଟିମରେ ନିଜ ସ୍ଥାନ ବନେଇନିଏ ତେବେ ତାଙ୍କୁ ସବୁ କ୍ରିକେଟର ଏକ ତାରକା ମାନିବାରେ ଲାଗନ୍ତି । ସେମାନଙ୍କ ଉପରେ ଟଙ୍କାର ବର୍ଷା ହେବାର ଲାଗେ । ଅନେକ ବିଜ୍ଞାପନ ମିଳିବାକୁ ଲାଗେ । ଭାରତୀୟ ଦଳର ଏମିତି ଏକ ଖେଳାଲି ଯିଏ IPL-୨୦୨୩ ରେ ଧମାଲ କରିବା…
Read More...

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

ବ୍ୟୁରୋ: ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳ। ଜର୍ମାନୀର ବର୍ଲିନରେ ଅୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ।।…
Read More...

ଶାଗୁଆନ କାଠ ପଟା ସହ ପିକଅପ୍ ଭ୍ୟାନ ଜବତ, ଚମ୍ପଟ ମାରିଲା ଡ୍ରାଇଭର

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଶାଗୁଆନ ଭଳି ମୁଲ୍ୟବାନ କାଠ ବନ ବିଭାଗର ଅଜାଣତରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲୁଚା ଛପାରେ ବେଧଡକ ଭାବରେ ଚୋରାଚାଲାଣ କରାଯାଉଥିଲା । ଆଉ ଆଜି ସକାଳୁ ସକାଳୁ ବ୍ରହ୍ମପୁର ବନବିଭାଗର ଭିଜିଲାନ୍ସ ଟିମ୍ କୈାଣସି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗଞ୍ଜାମ…
Read More...