Browsing Tag

strick

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା

ଭୁବନେଶ୍ୱର:- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ । ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ…
Read More...

ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ କରିବ ବିଜେଡି

ଭୁବନେଶ୍ୱର:- ଏଫ୍‌ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପୁଣି ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୧ ତାରିଖରେ ବିଜେଡି ଦଳ ତରଫରୁ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ…
Read More...

ଭୁବନେଶ୍ୱର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ…

ଭୁବନେଶ୍ୱର-: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି । ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଓଡିଶା ବନ୍ଦ ଡାକରା ରାଜ୍ୟରେ ବିଭିନ୍ନ…
Read More...

୧୭ ଦଫା ଦାବି ନେଇ ଭାରତ ବନ୍ଦ ଡାକରା

ଖୋର୍ଦ୍ଧା-: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଶ୍ରମିକ ମାରଣ ନୀତିରେ କଲବଲ ହେଉଛନ୍ତି ଭାରତର ଗରୀବ ଜନ ସାଧାରଣ । ଦିନକୁ ଦିନ କେନ୍ଦ୍ର ସରକାରଙ୍କ କର୍ପୋରେଟ ପ୍ରୀତି ବୃଦ୍ଧି ପାଇବାରେ ଲାଗିଛି, ଫଳରେ ପେଷି ହେଉଛନ୍ତି ସାଧାରଣ ଜନତା । ତେଣୁ ଏହାକୁ ବିରୋଧ କରିଛି ବିଭିନ୍ନ କେନ୍ଦ୍ରୀୟ…
Read More...

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି, ୧୪ ଜୁଲାଇରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ

ସୁବର୍ଣ୍ଣପୁର-: ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ସୁବର୍ଣ୍ଣପୁର ଜିଲ୍ଲା ଅଧ୍ୟକ୍ଷ ନୀଳାମ୍ବର ଶତପଥୀଙ୍କ ନେତୃତ୍ଵରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର ସୁବର୍ଣ୍ଣପୁର ଅତିରିକ୍ତ…
Read More...

ପୌରନିର୍ବାଚନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକମାନଙ୍କ ପ୍ରତିବାଦ

ତାଳଚେର:: ଏବେ ପୌର ନିର୍ବାଚନ ଦିନକୁ ଦିନ ସରଗରମ ହେଉଥିବା ବେଳେ ତାଳଚେର ପୌରପରିଷଦ ୱାର୍ଡ ନଂ 12  ରେମୁଆଁରେ ବିଭିନ୍ନ ସମସ୍ୟାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l  ଏହି ୱାର୍ଡ ଦେଇ ଯାଇଥିବା ରାସ୍ତାରେ ଅନବରତ  ପୋଚ ପାଣି ଯିବା ଦ୍ୱାରା ଜନସାଧାରଣ ଯିବା ଆସିବରେ…
Read More...