Browsing Tag

Storm

ଦନ୍ଧିଣ ଆନ୍ଧ୍ରର ବାପାଟଲାରେ ଲ୍ୟାଣ୍ଡଫଲ କଲା ‘ମିଗଜୋମ’

ଲ୍ୟାଣ୍ଡଫଲ କରୁଛି ‘ମିଗଜୋମ’ । ଭୀଷଣ ବାତ୍ୟା ‘ମିଗଜୋମ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ଆରମ୍ଭ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଦନ୍ଧିଣ ଆନ୍ଧ୍ରର ବାପାଟ୍ଲାରେ କରୁଛି ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଆସନ୍ତା ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବ…
Read More...

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା ରହିଛି…
Read More...

ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ‘ଡାନିଏଲ’

ବ୍ୟୁରୋ: ବାତ୍ୟା ନେଲା ଅନେକ ଜୀବନ । ଡାନିଏଲ ବାତ୍ୟା ପାଇଁ ଚାରିଆଡେ ହା ହା କାର । ରହିବା ପାଇଁ ନାହିଁ ଛାତ କି ଖାଇବା ପାଇଁ ନାହିଁ ଖାଦ୍ୟା । ଲିବ୍ୟାର ମେରୁଦଣ୍ଡ ଭାଙ୍ଗି ଦେଇଛି ଶକ୍ତିଶାଳୀ ବାତ୍ୟା ଡାନିଏଲ । ଏହି ବାତ୍ୟ ନେଇଛି ହଜାର ହଜାର ଜୀବନ । ବର୍ତ୍ତମାନ ସୁର୍ଦ୍ଧା ୧୧,୩୦୦…
Read More...

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ବିପର୍ଯ୍ୟୟ’, ଗୁଜୁରାଟର ୮ ରାଜ୍ୟରେ ହାଇ ଆଲର୍ଟ

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ବିପର୍ଯ୍ୟୟ । ହାଇ ଆଲର୍ଟରେ ଗୁଜୁରାଟର ୮ ରାଜ୍ୟ । ସାଇକ୍ଲୋନ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ଆସନ୍ତାକାଲି ଗୁଜୁରାଟର ସୌରାଷ୍ଟ ଓ କଚ୍ଛ…
Read More...

ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ‘ମୋକା’

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଲା ମୋକା ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଜି ସକାଳ ୫.୩୦ ର…
Read More...

ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ ବୋଲି ଆଇଏମଡିଜି ମୃତ୍ୟୁଞ୍ଜୟ ମହାପାତ୍ରସୂଚନା ଦେଇଛନ୍ତି । ୬ ତାରିଖରେ ପାଖାପାଖି ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ ଘୃର୍ଣ୍ଣିବଳୟ ଯାହାର ପ୍ରଭାବରେ ୭…
Read More...